ETV Bharat / sitara

କିଙ୍ଗ ଖାନଙ୍କ ପାଇଁ ହଟହଟା କରନ - abusing

ଶାହରୁଖ ଖାନଙ୍କୁ ନେଇ ବିବାଦରେ ଫିଲ୍ମ ନିର୍ମାତା କରନ ଜୋହର । ୟୁଜର୍ସଙ୍କ ଶିକାର ହେଲେ କରନ । ସୋସିଆଲ ମିଡିଆରେ ଟ୍ରେଣ୍ଡ କରା #ShameOnKaranJohar.

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Mar 23, 2019, 12:28 AM IST

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହର ବର୍ତ୍ତମାନ ପୁଣି ଟୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ୟୁଜର୍ସ ଟ୍ରୋଲ କରିବାରେ ଲାଗିଛନ୍ତି । ଟ୍ବିଟରରେ #ShameOnKaranJohar ଟ୍ରେଣ୍ଡ କରୁଛି । କଥାଟି ହେଲା କି କରନଙ୍କ ଟ୍ବିଟରରୁ ଏକ ଟ୍ବିଟ ଲାଇକ ହୋଇଥିଲା । ଯାହାକୁ କରନ ଲାଇକ କରିଥିଲେ, ସେଥିରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପାଇଁ ଅଶ୍ଳୀଳ ଭାଷା ବ୍ୟବହାର କରାଯାଇଥିଲା ।

ଶାହରୁଖ ଓ ଅକ୍ଷୟଙ୍କ ଷ୍ଟାରଡମର ତୁଳନା କରାଯାଇଥିବାର ଦେଖିବାକୁ ମିଳିଥିଲା । ଏହି ପୋଷ୍ଟର କିଛି ଘଣ୍ଟା ମଧ୍ୟରେ କରନ ଏହି ଟ୍ବିଟକୁ ଅନଲାଇକ ମଧ୍ୟ କରିଦେଇଥିଲେ । କିନ୍ତୁ ସେହିପର୍ଯ୍ୟନ୍ତ କରନଙ୍କୁ ନେଇ ୟୁଜର୍ସ ଅସନ୍ତୋଷ ହୋଇଯାଇଥିଲେ ।

ଅକ୍ଷୟଙ୍କ ଜଣେ ପ୍ରଶଂସକ ଲେଖିଥିଲେ କି ଅକ୍ଷୟ କୁମାରଙ୍କ ଫିଲ୍ମ 'କେସରୀ'ର ହାଫ ଡେ କଲେକ୍ସନ, 'ଜିରୋ'ର ଫୁଲ ଫେଷ୍ଟିଭାଲ ଡେ କଲେକ୍ସନରୁ ଅଧିକା । ଅକ୍ଷୟଙ୍କ ତୁଳନାରେ ଶହରୁଖଙ୍କ ଷ୍ଟାରଡମ କିଛି ମଧ୍ୟ ନୁହେଁ ।

ଅନ୍ୟପଟେ ଶାହରୁଖଙ୍କ ଫ୍ୟାନ୍ସ ମଧ୍ୟ ନିଜ କ୍ରୋଧ ଜାହିର କରିଥିଲେ । ତାଙ୍କ ଫ୍ୟାନ ଲେଖିଥିଲେ କି ଶହରୁଖଙ୍କୁ, କରନଙ୍କ ସହ ବନ୍ଧୁତା ପାଇଁ ଆଲୋଚନାର ସାମ୍ନା କରିବାକୁ ପଡୁଛି । ସେ ସବୁବେଳେ କରନଙ୍କ ସହ ଥିଲେ । ଜୀବନର ସବୁ ସ୍ଥାନରେ ତାଙ୍କ ସାଥ ଦେଇଥିଲେ । କିନ୍ତୁ କରନଙ୍କୁ ସେହି ଟ୍ବିଟ ପସନ୍ଦ ଆସିଥିଲା ଯେଉଁଥିରେ ଶାହରୁଖଙ୍କ ପାଇଁ ଅଶ୍ଳୀଳ ଭାଷା ବ୍ୟବହାର କରାଯାଇଥିଲା ।

ପରେ କରନ ଟ୍ବିଟ କରି କ୍ଷମା ମାଗି କହିଥିଲେ କି ତାଙ୍କ ଟ୍ବିଟର ଆକାଉଣ୍ଟରେ କିଛି ଯାନ୍ତ୍ରିକ ସମସ୍ୟା ହୋଇଥିବାରୁ ଏହା ଘଟିଛି । ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳୁଛି । ଜୋତା ଫଟୋ ଅପଲୋଡ କରିବା ଠାରୁ ନେଇ ନିରର୍ଥକ ଜିନିଷ ଲାଇକ କରିଥିବା ଟ୍ବିଟକୁ ମଧ୍ୟ ସେ ପଢିନଥିଲେ । ଏହାସହ ସେ ଏହି ପୋଷ୍ଟଟିକୁ ଲାଇକ କରିନଥିଲେ । । ଏହା ପାଇଁ ସେ ଦୁଃଖତ । ଯାହା ଘଟିଯାଇଛି ତାହା ପାଇଁ କ୍ଷମା ମାଗିଛନ୍ତି ଫ୍ୟାନ୍ସଙ୍କୁ ।

Intro:Body:

Filmmaker Karan Johar, who has been slammed by social media users for liking a tweet which trolled superstar Shah Rukh Khan, on Friday apologized saying that there is a technical issue and he will personally never acknowledge such comments.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.