ETV Bharat / sitara

ଅନଲକ ହେବା ମାତ୍ରେ ମଦ କିଣିବାକୁ ବାହାରିଲେ ଶକ୍ତି କପୁର, ଭିଡିଓ ଭାଇରାଲ - ଅନଲକ ହେବା ମାତ୍ରେ ମଦ କିଣିବାକୁ ବାହାରିଲେ ଶକ୍ତି କପୁର

ଶକ୍ତି କପୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ବଡ ଡ଼୍ରମ୍ ଧରି ମଦ ଆଣିବାକୁ ଯାଉଛନ୍ତି । ଶକ୍ତିଙ୍କର ଏହି ମଜାଳିଆ ଭିଡିଓକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି ଏବଂ ପୋଷ୍ଟରେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ...

shakti kapoor steps out to buy liqour in unlock
ଅନଲକ ହେବା ମାତ୍ରେ ମଦ କିଣିବାକୁ ବାହାରିଲେ ଶକ୍ତି କପୁର, ଭିଡିଓ ଭାଇରାଲ
author img

By

Published : Jun 11, 2020, 8:25 PM IST

ମୁମ୍ବାଇ: ନିଜର ମଜାଳିଆ ଭିଲେନ୍ ଚରିତ୍ର ପାଇଁ ଜଣାଶୁଣା ବଲିଉଡର ଭେଟେରାଇନ୍ ଅଭିନେତା ହେଉଛନ୍ତି ଶକ୍ତି କପୁର । ଲକଡାଉନ ସମୟରେ ଶକ୍ତି କପୁର ସୋସିଆଲ୍ ମିଡିଆରେ ଆକ୍ଟିଭ ନଥିଲେ । କିନ୍ତୁ, ଅନଲକ୍ ହେବା ମାତ୍ରେ ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି ।

ଶକ୍ତି କପୁର ଇନଷ୍ଟାଗ୍ରାମରେ ଏକ ଉିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେତାଙ୍କ ମୁଣ୍ଡରେ ଏକ ବଡ ନାଲି ଡ୍ରମ୍ ଧରି ଯାଉଥିବାର ନଜର ଆସିଛନ୍ତି । ତା’ପରେ କେହି ଜଣେ ତାଙ୍କୁ ପଚାରନ୍ତି - 'ହାଲୋ ଭାଇ, ଆପଣ କେଉଁଠାକୁ ଯାଉଛନ୍ତି ..' ଏହା ଉପରେ ଶକ୍ତି ପଛକୁ ଫେରି ଉତ୍ତର ଦିଅନ୍ତି, 'ମୁଁ ମଦ ଆଣିବାକୁ ଯାଉଛି' ।

ଶକ୍ତି କପୁରଙ୍କ ଏହି ଉିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ଏବଂ ପୋଷ୍ଟରେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି ।

ଏହି ପୋଷ୍ଟରେ କେହି ଜଣେ ଲେଖିଛନ୍ତି, କ୍ରାଇମ ମାଷ୍ଟର ଗୋଗୋ, ମୋଗାମ୍ବୋକା ଭତିଜା, ଆୟା ହୁଁ ତୋ କୁଛ ଲେ କର ଜାଉଙ୍ଗା ।

ଏହି ଉିଡିଓରେ ଅନ୍ୟ ସମସ୍ତ ପ୍ରଶଂସକମାନେ ବହୁତ ମଜାଳିଆ ଇମୋଜି ପୋଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.