ETV Bharat / sitara

ପୁଣି ଟ୍ରୋଲର୍ସଙ୍କ ଟାର୍ଗେଟରେ କିଙ୍ଗ ଖାନଙ୍କ ଲାଡଲୀ

ଏକ ଡ୍ୟାନ୍ସ ଭିଡିଓକୁ ନେଇ ଟ୍ରୋଲ ହୋଇଛନ୍ତି ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ । ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ଡ୍ୟାନ୍ସ ଭିଡିଓ ।

author img

By

Published : Jun 11, 2019, 1:35 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୁହାନା ଖାନ

ମୁମ୍ବାଇ: ସୋସିଆଲ ମିଡିଆରେ ଷ୍ଟାର କିଡସ ବେଶ ପପୁଲାର । ପ୍ରାୟତଃ ଅନେକ ଷ୍ଟାର କିଡସଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ସହ ସେମାନେ ଟ୍ରୋଲର୍ସଙ୍କ ଶିକାର ମଧ୍ୟ ହୋଇଥାଆନ୍ତି । ସେହିପରି ସୋସିଆଲ ମିଡିଆରେ ସୁହାନା ଖାନ ମଧ୍ୟ ପପୁଲାର ନାମ । କାରଣ ହେଲା କି ସୁହାନା କିଙ୍ଗ ଖାନ ଶାହରୁଖ ଖାନଙ୍କ ଲାଡଲୀ ।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବାର ଦେଖିବାକୁ ମିଳିଥିଲା । ଯେଉଁଥିରେ ସୁହାନାଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳୁଛି । ଭିଡିଓଟି କୌଣସି ଏକ ପାର୍ଟିର ଲାଗୁଛି । ବର୍ତ୍ତମାନ ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ସୁହାନାଙ୍କ ଏହି ମସ୍ତିଭରା ଭିଡିଓଟି ସୋସିଆଲ ମିଡିଆ ୟୁଜର୍ସଙ୍କୁ ହଜମ ହୋଇନାହିଁ । ଭିଡିଓ ଭାଇରାଲ ହେବା ମାତ୍ରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । କିଛି ୟୁଜର୍ସ କମେଣ୍ଟ କରି କହିଛନ୍ତି କି ସେ "ବିଦେଶକୁ ପାଠ ପଢିବାକୁ ଯାଇଛନ୍ତି ନା କ୍ଲବରେ ନାଚିବାକୁ" ।

ଆଉ ଜଣେ ୟୁଜର ଲେଖିଛନ୍ତି, ଶାହରୁଖ ଝିଅକୁ ବିଲକୁଲ ସଂସ୍କାର ଶିଖାଇ ନାହାଁନ୍ତି । ଜଣାଇ ଦେଉଛୁ ଯେ ଏହା ପ୍ରଥମଥର ନୁହେଁ ଯେବେ ୟୁଜର୍ସ ସୁହାନାଙ୍କୁ ଟ୍ରୋଲ କରିଛନ୍ତି । ପ୍ରାୟତଃ ସୁହାନାଙ୍କ ପୋଷାକକୁ ନେଇ ଟ୍ରୋଲର୍ସ ଟାର୍ଗେଟ କରିଥାଆନ୍ତି ସୁହାନାଙ୍କୁ ।

Intro:Body:

fsfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.