ETV Bharat / sitara

‘ବ୍ରହ୍ମାସ୍ତ୍ର’ରେ କିଙ୍ଗ ଖାନଙ୍କ ଏଣ୍ଟ୍ରି !

ପାଖାପାଖି ଗୋଟିଏ ବର୍ଷ ପରେ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ଶାହରୁଖ ଖାନ । ସେ କରନଙ୍କ ପ୍ରଯୋଜିତ ବିଗ ବଜେଟ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ।

author img

By

Published : Aug 31, 2019, 2:38 AM IST

ଫାଇଲ ଫଟୋ

ମୁମ୍ବାଇ: ଦୀର୍ଘ ସମୟରୁ ଆୟନ ମିଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଲାଇମଲାଇଟରେ ଅଛି । ଫିଲ୍ମରେ ପ୍ରଥମଥର ବଲିଉଡର ନୂଆ ଲଭବାର୍ଡ ରଣବୀର କପୁର ଓ ଆଲିୟା ଭଟ୍ଟ ରୋମାନ୍ସ କରୁଥିବାର ଦେଖାଯିବେ । ଏହାସହ ବିଗ ବି ଅମିତାଭ ବଚ୍ଚନ ଓ ତେଲୁଗୁ ସୁପରଷ୍ଟାର ନାଗାର୍ଜୁନଙ୍କ ଯୋଡି ମଧ୍ୟ ଅନେକ ଦିନ ପରେ ପରଦାରେ ନଜର ଆସିବ ।

ଇତିମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡ ନ୍ୟୁଜ ସାମ୍ନାକୁ ଆସିଛି । ଯାହାଶୁଣି ଫ୍ୟାନ୍ସ ଖୁସି ହୋଇଯିବେ । ଆଜ୍ଞା ହଁ, ‘ବ୍ରହ୍ମାସ୍ତ୍ର’ରେ କିଙ୍ଗ ଖାନ ଶାହରୁଖ ଖାନଙ୍କ ଏଣ୍ଟ୍ରି ହେବାକୁ ଯାଉଛି । ସେ ଫିଲ୍ମରେ ଅତିଥି ଅଭିନେତା ରୂପେ ନଜର ଆସିବେ ।

ପ୍ରକାଶ ଥାଉକି ଶାହରୁଖ ‘ଜିରୋ’ ଫିଲ୍ମ ପରେ ଏଯାବତ କୌଣସି ଫିଲ୍ମରେ କାମ କରିନାହାଁନ୍ତି । ଏହି ଫିଲ୍ମ ପରେ ସେ ବ୍ରେକ ନେଇଥିଲେ । ଆଉ ଏକ ସାକ୍ଷାତକାରରେ କହିଥିଲେ କି ଯେବେ ତାଙ୍କୁ ଭଲ ସ୍କ୍ରିପ୍ଟ ମିଳିବ ତେବେ ସେ ଅଭିନୟ କରିବ । କାରଣ ‘ଜିରୋ’ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.