ETV Bharat / sitara

ବିଗ-ବିଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହାନ୍ତି ଶାହାରୁଖ

ବିଗ-ବି ଏପରି କଣ କଲେ ଯେ, ରୋମାନ୍ସ କିଙ୍ଗ ଶାହାରୁଖ ଖାନ ତାଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ନିକଟରେ ଶାହାରୁଖ ଏପରି ଏକ ଟ୍ବିଟ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

author img

By

Published : Feb 12, 2019, 10:05 AM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କ ସହ ବି-ଟାଉନର ପ୍ରାୟ ସମସ୍ତ ଅଭିନେତା ଅଭିନେତ୍ରୀଙ୍କ ସହ ଭଲ ସମ୍ପର୍କ ରହିଛି । ତେବେ ବିଗ-ବି ଏପରି କଣ କଲେ ଯେ, ରୋମାନ୍ସ କିଙ୍ଗ ଶାହାରୁଖ ଖାନ ତାଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି । ନିକଟରେ ଶାହାରୁଖ ଏପରି ଏକ ଟ୍ବିଟ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଶାହାରୁଖ ଖାନ ନିଜ ଟ୍ବିଟରେ ଅମିତାଭଙ୍କୁ ଟାଗ କରି ଲେଖିଛନ୍ତି, ମୁଁ ଆପଣଙ୍କଠାରୁ ପ୍ରତିଶୋଧ ନବାକୁ ଆସୁଛି ବଚ୍ଚନ ସାର୍! ପ୍ରସ୍ତୁତ ରୁହନ୍ତୁ। lତାଙ୍କର ଏହି ଟ୍ବିଟର ଜବାବରେ ବିଗ-ବି ଲେଖିଛନ୍ତି କି, ଭାଇ ଶାହାରୁଖ ପ୍ରତିଶୋଧ ନେବାର ସମୟ ସରିଯାଇଛି, ବର୍ତ୍ତମାନ ସମସ୍ତଙ୍କୁ ପ୍ରତିଶୋଧ ଦେବାର ସମୟ ଆସିଯାଇଛି।

ତେବେ ଏହି ଦୁଇ ସୁପରଷ୍ଟାର୍ସଙ୍କ କଥାବାର୍ତ୍ତା ଦେଖି ଯଦି ଆପଣ ଦ୍ବନ୍ଦରେ ଅଛନ୍ତି ତ ଚିନ୍ତା କରନ୍ତୁ ନାହିଁ , କାରଣ ଏମାନଙ୍କ ମଧ୍ୟରେ କୌଣସି ମତଭେଦ ହୋଇନାହିଁ। ଏହା ଅମିତାଭଙ୍କ ଆଗାମୀ ଚଳଚିତ୍ର 'ବଦଲା' ର ପ୍ରମୋଶନର ଏକ ନୂଆ ତରିକା।

Intro:Body:

just checking

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.