ETV Bharat / sitara

ଛତ୍ରପତି ଶିବାଜୀଙ୍କ ଚରିତ୍ରରେ ଶାହିଦ ! - shahid-kapoor-to-play-titular-role-in-film

ଏବେ ଶାହିଦ କପୁରଙ୍କୁ ନେଇ ନୂଆ ଚର୍ଚ୍ଚା । ସେ 'କବୀର ସିଂ'ର ନିର୍ମାତା ଅଶ୍ବିନ ବର୍ଦେଙ୍କ ସହ 'ଛତ୍ରପତି ଶିବାଜୀ' ଙ୍କ ଜୀବନ ଉପରେ ଆଧାରିତ ଏକ ପିରିୟଡ ଡ୍ରାମାରେ କାମ କରିପାରନ୍ତି । ଅଧିକ ପଢନ୍ତୁ...

shahid-kapoor-to-play-titular-role-in-film-on-chhatrapati-shivaji
ଛତ୍ରପତି ଶିବାଜୀଙ୍କ ଚରିତ୍ରରେ ଶାହିଦ !
author img

By

Published : Feb 26, 2021, 10:34 PM IST

ହାଇଦ୍ରାବାଦ: ଏବେ ବଲିଉଡ ଷ୍ଟାର ଶାହିଦ କପୁରଙ୍କୁ ନେଇ ନୂଆ ଚର୍ଚ୍ଚା । ସଞ୍ଜୟଲୀଲା ବଂଶାଲୀଙ୍କ ଫିଲ୍ମ ପଦ୍ମାବତରେ ମହାରାୱଲ ରତନ ସିଂଙ୍କ ଭୂମିକାରେ ଅଭିନୟ କରିବା ପରେ ଏବେ ଶାହିଦ ଐତିହାସିକ ଡ୍ରାମାରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଖବର ଅନୁଯାୟୀ, ଅଭିନେତା 'କବୀର ସିଂ'ର ନିର୍ମାତା ଅଶ୍ବିନ ବର୍ଦେଙ୍କ ସହ 'ଛତ୍ରପତି ଶିବାଜୀ' ଙ୍କ ଜୀବନ ଉପରେ ଆଧାରିତ ଏକ ପିରିୟଡ ଡ୍ରାମାରେ କାମ କରିପାରନ୍ତି।

ଖବର ଅନୁଯାୟୀ, ଛତ୍ରପତି ଶିବାଜୀଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ନିର୍ମାତା ଶାହିଦଙ୍କ ସହ ଆଲୋଚନା କରୁଛନ୍ତି।

ପ୍ରକାଶ ଥାଉ ଯେ, ଅଶ୍ବିନ ଏବଂ ଶାହିଦଙ୍କ ପୂର୍ବରୁ ଅନେକ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତା ଶିବାଜୀଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.