ETV Bharat / sitara

ସଲମାନଙ୍କୁ ସାରାଙ୍କ ନୱାବୀ ସଲାମ୍

author img

By

Published : Jan 21, 2020, 10:36 AM IST

ଯେଉଁଠି ଆଜିକାଲିର ଯୁବପିଢୀ ହାଏ, ହ୍ୟାଲୋ ମାଧ୍ୟମରେ ନିଜର ପରିଚୟ ଆରମ୍ଭ କରିଥାଆନ୍ତି । ସେଠାରେ ସାରା କିନ୍ତୁ ନିଜର ପାରମ୍ପାରିକ ଅନ୍ଦାଜରେ ସଲମାନଙ୍କୁ ‘ଆଦାବ’ ଜଣାଇଥିଲେ । ଅଧିକ ପଢାନ୍ତୁ....

ସଲମାନଙ୍କୁ ସାରାଙ୍କ ନୱାବୀ ସଲାମ୍
ସଲମାନଙ୍କୁ ସାରାଙ୍କ ନୱାବୀ ସଲାମ୍

ମୁମ୍ବାଇ: ନୱାବ ଲାଡଲୀ ସାରା ଅଲ୍ଲୀ ଖାନ୍। କ୍ୟୁଟ ଅନ୍ଦାଜ ସାଙ୍ଗକୁ ଦମଦାର ଅଭିନୟ । ସଫଳତାର ଗୋଟିଏ ପରେ ଗୋଟିଏ ସିଡି ଚଢୁଛନ୍ତି ସାରା। କେବଳ ଅଭିନୟ ନୁହେଁ ନିଜର ନୱାବି ଅନ୍ଦାଜ ପାଇଁ ମଧ୍ୟ ସେ ବେଶ୍ ଜଣାଶୁଣା । ନିକଟରେ ସେମିତି କିଛି କରି ଚର୍ଚ୍ଚାକୁ ଆସିଛନ୍ତି ସାରା ।

ସାରା ନିଜର ଅପକମିଙ୍ଗ୍ ‘ଫିଲ୍ମ ଲଭ୍ ଆଜ କାଲ୍’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏନେଇ ସାରା ଏବେ ବିଗବସ୍ ସିଜନ୍ 13ରେ ନଜର ଆସିଥିଲେ । ତେବେ ଏବେ ଯାହାକୁ ନେଇ ଚର୍ଚ୍ଚା ହେଉଛି ତାହା ତାଙ୍କ ଅଭିନୟକୁ ନୁହେଁ ବରଂ ନିଜର ନୱାବି ଅନ୍ଦାଜ ପାଇଁ । ଯେଉଁଠି ଆଜିକାଲିର ଯୁବପିଢୀ ହାଏ, ହ୍ୟାଲୋ ମାଧ୍ୟମରେ ନିଜର ପରିଚୟ ଆରମ୍ଭ କରିଥାଆନ୍ତି । ସେଠାରେ ସାରା କିନ୍ତୁ ନିଜର ପାରମ୍ପାରିକ ଅନ୍ଦାଜରେ ସଲମାନଙ୍କୁ ‘ଆଦାବ’ ଜଣାଇଥିଲେ ।

ଏହାପରେ ସେ ଦର୍ଶକଙ୍କୁ ନମସ୍କାର କରିବା ସହ ତାଙ୍କୁ ବିଗବସ୍‌ ଶୋ’କୁ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ସେ ଏନେଇ ଏକ ଭିଡିଓ ମଧ୍ୟ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ 3 ମିଲିୟନ ଭ୍ୟୁ ସାଙ୍ଗକୁ 7 ଲକ୍ଷ ଲାଇକ୍ ମିଳିସାରିଛି ।

Intro:Body:

Sara Ali Khan is a millennial princess who is quirky yet poised. A glimpse her nawaabi tehzeeb during the Love Aaj Kal promotions on Bigg Boss, Sara was spotted greeting Salman Khan with the classic "aadaab".

Mumbai: Sara Ali Khan displayed a whiff of nawaabi tehzeeb when she met Salman Khan recently. Unlike most youngsters, who prefer to wish people with a "hi" or a "hello", Sara was spotted giving Salman the classic "aadaab".

The young actress, along with her Love Aaj Kal co-star Kartik Aaryan, was at the Bigg Boss 13 set to promote the upcoming film.

They bumped into Salman outside the studio and, after exchanging smiles, it was the turn to exchange greetings.

Sara also posted a video of the meeting on her Instagram page.

"Adaab @beingsalmankhan sir And namaste darshako, Thank you for inviting Veer and Zoe to the #BiggBoss13 house. Tune into @colorstv tonight at 9pm #LoveAajKal," announced Sara at the end of the video, which ends with Sara and Kartik engage in playful banter before they go into their respective vanity vans.

The video shared on Sara's Instagram has garnered more than 3 million views and over 7 lacs likes. 

Sara and Kartik's Love Aaj Kal helmed by Imtiaz Ali will hit the big screens on this Valentine's Day. 

Coming up next for Ms Khan is Coolie No.1. alongside Varun Dhawan. The film is a remake of director David Dhawan's 1995 superhit comedy of the same name, starring Govinda and Karisma Kapoor. It is set to release on May 1, 2020.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.