ETV Bharat / sitara

ସ୍ବର୍ଣ୍ଣ ମନ୍ଦିରରେ ସାରା, ଫ୍ୟାନ୍ସଙ୍କୁ ଗୁରୁପର୍ବର ଦେଲେ ଶୁଭେଚ୍ଛା

author img

By

Published : Nov 12, 2019, 7:11 PM IST

ସୋସିଆଲ ମିଡିଆରେ ସାରା ଅଲ୍ଲୀ ଖାନଙ୍କ ନୂଆ ଫଟୋ ଭାଇରାଲ । ଏଥର ସେ କୌଣସି ଫିଲ୍ମସେଟରୁ ନୁହେଁ ପଞ୍ଜାବର ସ୍ବର୍ଣ୍ଣ ମନ୍ଦିରରୁ ଫଟୋ ସେୟାର କରିଛନ୍ତି । ଗୁରୁପର୍ବ ପାଳନ କରୁଥିବାର ଆସିଲେ ନଜର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: ଶିଖ ଧର୍ମ ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ 550ତମ ଜନ୍ମଦିନ ଖୁବ ଧୁମଧାମରେ ପାଳନ କରିବାରେ ବ୍ୟସ୍ତ ଶିଖ ଶ୍ରଦ୍ଧାଳୁ । ଦେଶର ସବୁ ଗୁରୁଦ୍ବାରାରେ ଗୁରୁ ନାନକଙ୍କ ଆଶୀ ର୍ବାଦ ପାଇବା ପାଇଁ ଜନସାଧାରଣଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁଛି । ଏଥିରୁ ବାଦ ପଡିନାହାଁନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ଏହି ଅବସରରେ ସେ ଅମୃତସରର ସ୍ବର୍ଣ୍ଣ ମନ୍ଦିରର ଦର୍ଶନ ପାଇଁ ପହଞ୍ଚିଥିଲେ । ଯାହାର ଅନେକ ଫଟୋ ସୋସିଆଳ ମିଡିଆରେ ଦେଖିବାକୁ ମିଳୁଛି ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ସେ ଇନଷ୍ଟାଷ୍ଟୋରିରେ ନିଜ ବନ୍ଧୁଙ୍କ ସହ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଗୁରୁପର୍ବର ଶୁଭେଚ୍ଛା ଦେଇଛନ୍ତି । ଫଟୋରେ ସାରା ସ୍ବର୍ଣ୍ଣ ମନ୍ଦିର ସାମ୍ନାରେ ଠିଆ ହୋଇଥିବାର ଦେଖାଯିବା ସହ ଦେଶୀ ଆଉଟଫିଟରେ ନଜର ଆସୁଛନ୍ତି ।

ସାରାଙ୍କ ବ୍ୟତୀତ ବିକ୍କୀ କୌଶଲ, ଅମିତାଭ ବଚ୍ଚନ, ରଣଦୀପ ହୁଡ୍ଡା ଓ ଋଷି କପୁର ମଧ୍ୟ ସୋସିଆଲ ମିଡିଆରେ ଗୁରୁ ନାନକ ଜୟନ୍ତୀରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯଦି ସାରାଙ୍କ ବିଷୟରେ କଥା ହେବା ତେବେ ସେ ଖୁବଶୀଘ୍ର କ୍ୟୁଟ କାର୍ତ୍ତିକ ଆର୍ୟନଙ୍କ ସହ ଫିଲ୍ମ ‘ଆଜକଲ’ରେ ନଜର ଆସିବେ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଲୋକପ୍ରିୟ ନିର୍ମାତା ଇମତିଆଜ ଅଲ୍ଲୀ । ଖାଲି ଏତିକି ନୁହେଁ ସାରା ହ୍ୟାଣ୍ଡସମ ଅଭିନେତା ବରୁଣ ଧୱନଙ୍କ ଅପକମିଂ କମେଡି ଫିଲ୍ମ ‘କୁଲି ନଂ 1’ରେ ମଧ୍ୟ ଦେଖାଯିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.