ETV Bharat / sitara

ମା'ଙ୍କ ସହ ଆଜମେର ଶରୀଫ ଦରଘାରେ ସାରା

ନିକଟରେ, ମା' ଅମୃତା ସିଂଙ୍କ ସହ ଆଜମେର ଶରୀଫ ଦରଘାରେ ପହଞ୍ଚିଛନ୍ତି ସାରା ଅଲି ଖାନ । ସାରା ସୋସିଆଲ ମିଡିଆରେ ଦରଘା ରୁ କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 26, 2021, 7:40 PM IST

ମା'ଙ୍କ ସହ ଆଜମେର ଶରୀଫ ଦରଘାରେ ପହଞ୍ଚିଲେ ସାରା

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଆଜି(ଶୁକ୍ରବାର) ଆଜମେର ଶରୀଫ ଦରଘାରେ ପହଞ୍ଚିଛନ୍ତି। ତାଙ୍କ ସହ ତାଙ୍କ ମା' ତଥା ଅଭିନେତ୍ରୀ ଅମୃତା ସିଂ ମଧ୍ୟ ଥିଲେ।

ସାରା ସୋସିଆଲ ମିଡିଆରେ ଦରଘା ରୁ କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତିନୋଟି ଫଟୋ ସେୟାର କରିଛନ୍ତି।

ଫଟୋ ସହିତ କ୍ୟାପସନରେ ସାରା ଲେଖିଛନ୍ତି, 'ଜୁମ୍ମା ମୁବାରକ' ।

ପ୍ରକାଶ ଥାଉ ଯେ, ନିକଟରେ ଅଭିନେତ୍ରୀ ବରୁଣ ଧୱନଙ୍କ ସହ ଚଳଚ୍ଚିତ୍ର 'କୁଲି ନଂ -1'ରେ ନଜର ଆସିଥିଲେ । ​​

ଆଗାମୀ ସମୟରେ ସାରାଙ୍କୁ, ଚଳଚ୍ଚିତ୍ର' ଅତରଙ୍ଗୀ ରେ'ର ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.