ETV Bharat / sitara

ଲୁଟେରାରେ ଲୁଟୁଛନ୍ତି ସପନା, ଦେଖନ୍ତୁ ଭିଡିଓ

ରିଲିଜ ହୋଇଯାଇଛି ସପନା ଚୌଧୁରୀଙ୍କ ଆଉ ଏକ ମ୍ୟୁଜିକାଲ ଭିଡିଓ ‘ଲୁଟେରା’ । ପୁଣି ନିଜ ସେକ୍ସୀ ଅନ୍ଦାଜରେ ପରଦାକୁ ଫେରିଛନ୍ତି ଡାନ୍ସର ସପନା ।

ଫଟୋ ସୌଜନ୍ୟ: ୟୁଟ୍ୟୁବ
author img

By

Published : Sep 20, 2019, 10:05 PM IST

ମୁମ୍ବାଇ: ପପୁଲାର ଡାନ୍ସର ସପନା ଚୌଧୁରୀ ପୁଣିଥରେ ଫ୍ୟାନ୍ସଙ୍କୁ ଦିୱାନା କରିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । ତାଙ୍କ ନୂଆ ଗୀତ ‘ଲୁଟେରା’ ପରିଶେଷରେ ରିଲିଜ ହୋଇଯାଇଛି । ଆଉ ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ଛାଇ ଯାଇଛି ଏହି ଗୀତ । କିଛି ଘଣ୍ଟା ପୂର୍ବରୁ ରିଲିଜ ହୋଇଥିବା ଏହି ଗୀତ ବର୍ତ୍ତମାନ ୟୁଟ୍ୟୁବର ଟପ 10ରେ ଟ୍ରେଣ୍ଡ ମଧ୍ୟ କରିବାରେ ଲାଗିଛି । ଦର୍ଶକଙ୍କ ମନ ପୁଣିଥରେ କିଣିବାରେ ସଫଳ ହୋଇଛନ୍ତି ସପନା ।

  • " class="align-text-top noRightClick twitterSection" data="">

ଗୀତର ଲିରିକ୍ସ ମଧ୍ୟ ଖୁବ୍ ମଜାଦାର ହୋଇଛି । ‘ଟିଜର ହି ଦେଖା ହେ, ପିକ୍ଚର ତୋ ବାକି ହେ’ ଲିରିକ୍ସରେ ପଞ୍ଜାବୀ ଶବ୍ଦର ତଡକା ଲଗାଯାଇଛି । ୟୁଟ୍ୟୁବରେ ଗୀତକୁ 9 ଲକ୍ଷରୁ ଅଧିକ ଭ୍ୟୁଜ ମଧ୍ୟ ମିଳିସାରିଲାଣି । ଗୀତରେ ନାଇତ ଓ ସପନା ଅଭିନୟ କରିଛନ୍ତି ।

ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ସପନାଙ୍କ ଅନେକ ମ୍ୟୁଜିକାଲ ଭିଡିଓ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇସାରିଛି । ସପନା ହରିୟାଣାର ଡାନ୍ସର । ସେ ରିୟାଲିଟି ଶୋ ବିଗ ବସରେ ଆସି ପୁରାଦେଶରେ ଫେମସ ହୋଇଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.