ETV Bharat / sitara

କୋରୋନା ଭ୍ୟାକ୍ସିନ ନେଲେ ସାନ୍ୟା-ଅମାୟରା

ଆଜି ପ୍ରଥମ ଡୋଜ କୋରୋନା ଟିକା ନେଲେ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ଏବଂ ଅମାୟରା ଦସ୍ତୁର । ଅଧିକ ପଢନ୍ତୁ...

Sanya Malhotra, Amyra Dastur receive first dose of COVID-19 vaccine
କୋରୋନା ଭ୍ୟାକ୍ସିନ ନେଲେ ସାନ୍ୟା-ଅମାୟରା
author img

By

Published : May 29, 2021, 5:29 PM IST

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ତୃତୀୟ ଟୀକାକରଣ ପ୍ରକ୍ରିୟା । ଯେଉଁଥିରେ 18 ବର୍ଷରୁ ଉର୍ଦ୍ଧ୍ବ ଲୋକେ ନେଇପାରିବେ ଟିକା । ଏହି ପ୍ରକ୍ରିୟାରେ ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ଟିକା ନେଉଥିବାର ନଜର ଆସୁଛନ୍ତି । ଟୀକାକରଣ ସମୟରେ ସେଲିବ୍ରିଟି ସେମାନଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରୁଛନ୍ତି ।

ଆଜି ପ୍ରଥମ ଡୋଜ କୋରୋନା ଟିକା ନେଲେ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ଏବଂ ଅମାୟରା ଦସ୍ତୁର । "ଦଙ୍ଗଲ", "ବଧାଇ ହୋ" ଏବଂ "ଲୁଡୋ" ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ସାନ୍ୟା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି ।

ଅପରପକ୍ଷେ ଅମାୟରା ମଧ୍ୟ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପ୍ରଥମ ଡୋଜ କୋରୋନା ଟିକା ନେଇଥିବା ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

ଅମାୟରା ଲେଖିଛନ୍ତି, ଗୋଟିଏ ଟୀକା ନେଲି ଏବଂ ଆଉ ଗୋଟେ ନେବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.