ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଘରେ ରହି ଇଦ ସେଲିବ୍ରେଟ କରୁଛନ୍ତି ବଲିଉଡ ସେଲିବ୍ରିଟି । ଏଥିସହିତ ବଲିଉଡ ସେଲିବ୍ରିଟି ପ୍ରଶଂସକଙ୍କୁ ସୋସିଆଲ ମିଡିଆରେ ଇଦ୍ ମୁବାରକ ଜଣାଉଛନ୍ତି ।
ଏହି ସମୟରେ ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଇଦ୍ ସେଲିବ୍ରେଶନର ଝଲକ ସେୟାର କରିଛନ୍ତି ।
-
Eid has always been about love, compassion and gratitude. Please be kind to everyone around you because we need it now more than ever. Praying for everyone's well-being. #EidMubarak pic.twitter.com/nI0Yn2VMHN
— Sanjay Dutt (@duttsanjay) May 14, 2021 " class="align-text-top noRightClick twitterSection" data="
">Eid has always been about love, compassion and gratitude. Please be kind to everyone around you because we need it now more than ever. Praying for everyone's well-being. #EidMubarak pic.twitter.com/nI0Yn2VMHN
— Sanjay Dutt (@duttsanjay) May 14, 2021Eid has always been about love, compassion and gratitude. Please be kind to everyone around you because we need it now more than ever. Praying for everyone's well-being. #EidMubarak pic.twitter.com/nI0Yn2VMHN
— Sanjay Dutt (@duttsanjay) May 14, 2021
ଏହି ଫଟୋ ସଞ୍ଜୟଙ୍କୁ ତାଙ୍କ ପରିବାର ସହିତ ଇଦ୍ ସେଲିବ୍ରେଟ କରୁଥିବାର ଦେଖିବାକୁ ମିଳିଛି । ଫଟୋ ଗୁଡ଼ିକରେ ସମସ୍ତେ ଟ୍ରାଡିସନାଲ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି ।
ଫଟୋ ସେୟାର କରି କ୍ୟାପସନରେ ମାନ୍ୟତା ଲେଖିଛନ୍ତି, 'ଇଦ୍ ମୁବାରକ'। ଏଥିସହିତ ସଞ୍ଜୟ ମଧ୍ୟ ପ୍ରଶଂସକଙ୍କୁ ଟ୍ବିଟରରେ ଇଦ୍ ମୁବାରକ ଜଣାଇଛନ୍ତି ।
ଏବେ ସଞ୍ଜୟ ତାଙ୍କ ପରିବାର ସହିତ ଦୁବାଇରେ ଅଛନ୍ତି ଏବଂ ସେଠାରୁ ସେ ନିଜର ଇଦ୍ ସେଲିବ୍ରେଶନର ଫଟୋ ସେୟାର କରିଛନ୍ତି ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ସଞ୍ଜୟଙ୍କୁ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'କେଜିଏଫ୍ ଚାପ୍ଟର-2'ରେ ଦେଖିବାକୁ ମିଳିବ ।