ETV Bharat / sitara

ସଂସଦରେ ଏକାଠି ବସିବେନି ମା’-ପୁଅ

ଲୋକସଭା ନିର୍ବାଚନରେ ହେମା ମାଳିନି ଓ ସନି ଦେଓଲଙ୍କ ବିପୁଳ ମାତ୍ରାରେ ବିଜୟ ପରେ ସଂସଦରେ ଉପସ୍ଥିତ ହେବେ ଦୁହେଁ । ମାତ୍ର ଏକାଠି ବସିବେନି ମା-ପୁଅ ।

ଡିଜାଇନ ଫଟୋ
author img

By

Published : May 28, 2019, 10:46 AM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ସନି ଦେଓଲ ଓ ହେମା ମାଳିନି ଲୋକସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିଛନ୍ତି । ବଲିଉଡ ହି ମ୍ୟାନ ଧର୍ମେନ୍ଦ୍ରଙ୍କ ପୁଅ ସନି ଦେଓଲ ଗୁରୁଦାସପୁରରୁ ବିଜୟୀ ହୋଇଥିବା ବେଳେ ପତ୍ନୀ ହେମାମାଳିନି ମଥୁରାରୁ ବିଜୟୀ ହୋଇଛନ୍ତି । ତେବେ ଦୁହେଁ ସଂସଦରେ ଉପସ୍ଥିତ ରହିବେ ମାତ୍ର ଏକାଠି ବସି ପାରିବେନି ।

ଏହାର କାରଣ କୌଣସି ପାରିବାରିକ କନ୍ଦଳ ନୁହେଁ ବରଂ ହେମାମାଳିନି ସିନିଅର ସାଂସଦ ହୋଇଥିବା ବେଳେ ସନି ପ୍ରଥମ କରି ସଂସଦରେ ଯୋଗ ଦେବେ । ତେଣୁ ହେମାମାଳିନି ଆଗରେ ବସିବା ବେଳେ ସନି ପଛରେ ବସିବେ ।

ସନି ପ୍ରଥମ କରି ନିର୍ବାଚନ ଲଢିଥିଲେ ଓ ତାଙ୍କୁ ବିପୁଳ ସମର୍ଥନ ମିଳିଛି । ସେ ଯେଉଁ ଆସନ ପାଇଁ ଲଢୁଥିଲେ ତାହା ବିଜେପିର ପାରମ୍ପାରିକ ଆସନ । ତେବେ ଏହି ଆସନରେ ଅଭିନେତା ବିନୋଦ ଖନ୍ନା ସବୁବେଳେ ଜିତି ଆସୁଥିଲେ ମାତ୍ର ତାଙ୍କ ଦେହାନ୍ତ ପରେ ଆଶା କରାଯାଉଥିଲା ତାଙ୍କ ସ୍ତ୍ରୀଙ୍କୁ ଟିକେଟ ମିଳିପାରେ କିନ୍ତୁ ଧର୍ମେନ୍ଦ୍ରଙ୍କ ପୁଅ ସନି ଦେଓଲଙ୍କୁ ସୁଯୋଗ ଦିଆଯାଇଥିଲା ।

ଅନ୍ୟପକ୍ଷେ ହେମାମାଳିନି ମଥୁରାରେ ଦ୍ବିତୀୟ ଥର ବିଜୟୀ ହୋଇଛନ୍ତି ।

Intro:Body:

fghfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.