ETV Bharat / sitara

ବ୍ୟାଣ୍ଡ ବାଜାରେ ସଲମାନଙ୍କ ସ୍ବାଗତ

author img

By

Published : Sep 23, 2019, 9:17 PM IST

ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ଛୋଟ ପରଦାର ପପୁଲାର ଶୋ ବିଗ ବସ 13ର ଆଜି ପ୍ରେସ କନଫ୍ରେନ୍ସ ଆୟୋଜିତ ହୋଇଯାଇଛି । ଏଥିରେ ସଲମାନଙ୍କ ଜବରଦସ୍ତ ଏଣ୍ଟ୍ରି ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଟ୍ବିଟର@କଲର୍ସ ଚ୍ୟାନେଲ

ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନଙ୍କ ସବୁ ଅନ୍ଦାଜ ନିଆରା । ସେ ଯେଉଁ ଠାକୁ ମଧ୍ୟ ଯାଆନ୍ତି ପ୍ରଶଂସକଙ୍କ ଭିଡ ଜମିଯାଏ । ଏମିତି ହି କିଛି ବିଗ ବସ ସିଜନ 13ର ପ୍ରେସ କନଫ୍ରେନ୍ସରେ ଦେଖିବାକୁ ମିଳିଛି । ଯେଉଁଠାରେ ସଲମାନ ଖାନ ଏକ୍ସପ୍ରେସ ଜରିଆରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ । ସେହିଠାରେ ତାଙ୍କ ସ୍ବାଗତ ଖୁବ୍ ଧୁମଧାମରେ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ଟ୍ବିଟର@କଲର୍ସ ଚ୍ୟାନେଲ

ଏହି ଶାନଦାର ପରିବେଶକୁ ଖୁବ୍ ଏନଜୟ କରିଥିଲେ ସଲମାନ । ସୋମବାର ବିଗ ବସ 13ର ପ୍ରେସ କନଫ୍ରେନ୍ସ ମୁମ୍ବାଇରେ ଆୟୋଜନ ହୋଇଛି । ତାଙ୍କ ସ୍ବାଗତ ପାଇଁ ବ୍ୟାଣ୍ଡ ବାଜାରେ ଭରି ଉଠିଥିଲା ଏହି ଇଭେଣ୍ଟ ।

ଏହି ଅବସରରେ କଲର୍ସ ଚ୍ୟାନେଲ ସଲମାନ ଖାନଙ୍କ ଭିଡିଓ ଟ୍ବିଟର ଆକାଉଣ୍ଟରେ ସେୟାର କରିଛି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସଲମାନ ଷ୍ଟେଜକୁ ଏଣ୍ଟ୍ରି କରୁଥିବାର ନଜର ଆସୁଛନ୍ତି । ଆଉ ତାଙ୍କ ଏଣ୍ଟ୍ରିକୁ ଆହୁରି ଦମଦାର କରିଥିଲା ବ୍ୟାଣ୍ଡ ବାଜା ଶବ୍ଦ । ବାଜାର ତାଳେ ତାଳେ ଡାନ୍ସ ମଧ୍ୟ କରିଛନ୍ତି ସଲମାନ । ଆପଣ ମଧ୍ୟ ଦେଖନ୍ତୁ ସଲମାନଙ୍କ ଏହି ମଜାଦାର ଭିଡିଓ...

ପ୍ରକାଶ ଥାଉକି ସେପ୍ଟେମ୍ବର 29ରେ ବିଗ ବସ 13 ଅନଏୟାର ହେବାକୁ ଯାଉଛି । କିଛି ଦିନ ପୂର୍ବରୁ ପ୍ରତିଯୋଗୀଙ୍କ ନାମ ମଧ୍ୟ ଘୋଷଣା ହୋଇସାରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.