ETV Bharat / sitara

ଫ୍ୟାନ୍ସଙ୍କୁ ଠକାମିରୁ ବଞ୍ଚାଇଲେ ଭାଇଜାନ

ସଲମାନ ଖାନଙ୍କ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ନାମ ସମ୍ପୃକ୍ତ କରାଯାଇ ଏକ ଇଭେଣ୍ଟ ଉତ୍ତର ପ୍ରଦେଶରେ ଆସନ୍ତାକାଲି ଆୟୋଜନ ହେବାକୁ ଯାଉଛି । ଯାହାର ଖୁଲାସା ସଲମାନ ସୋସିଆଲ ମିଡିଆରେ କରି ଫ୍ଯାନ୍ସଙ୍କୁ ଏହି ଠକାମି ବିଷୟରେ ସୂଚନା ଦେଇଛନ୍ତି ।

author img

By

Published : May 3, 2019, 10:24 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସଲମାନ ଖାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଏହି ଖବର ଖାସ୍ କଥା ହେଲା କି ସଲମାନ ନିଜେ ଫ୍ୟାନ୍ସଙ୍କୁ ଏହି ଠକାମି ବିଷୟରେ ସଚେତନ କରାଇଛନ୍ତି । ଭାଇଜାନ ସଲମାନ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛନ୍ତି ।

twitter

ଯେଉଁଥିରେ ସଲମାନଙ୍କୁ କିଛି ବଲିଉଡ କଳାକାରଙ୍କ ସହ ଦେଖିବାକୁ ମିଳୁଛି । ଏହି ଫଟୋରେ କୁହାଯାଇଛି ଯେ ଏହି ଇଭେଣ୍ଟକୁ ସଲମାନଙ୍କ ବିଙ୍ଗ ହ୍ୟୁମନ ଫାଉଣ୍ଡେସନ ଆୟୋଜନ କରୁଛି । ଏହାସହ ସଲମାନ ମଧ୍ୟ ଏହି ଇଭେଣ୍ଟରେ ଗେଷ୍ଟ ରୂପେ ଯୋଗ ଦେବେ ।

ସଲମାନ ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, "ମୁଁ ଏବଂ ମୋର ବିଙ୍ଗ ହ୍ୟୁମାନ ଏପରି କୌଣସି ମଧ୍ୟ ଇଭେଣ୍ଟ ସହ ସମ୍ପୃକ୍ତ ନାହାଁନ୍ତି । ମୋ ନାମରେ ଏହି ଫର୍ଜି କାର୍ଯ୍ୟକ୍ରମ ମୁମ୍ବାଇରେ ନୁହେଁ ଉତ୍ତର ପ୍ରଦେଶରେ କରାଯିବାର ଅଛି ।" ଯାହାର ବିରୋଧରେ ସଲମାନ ସାମ୍ନାକୁ ଆସିଛନ୍ତି ।

Intro:Body:

gfdgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.