ETV Bharat / sitara

ଫେସ ସିଲ୍ଡ ମାସ୍କ ପିନ୍ଧି ଫଟୋ ସେୟାର କଲେ କ୍ୟାଟ୍ରିନା

author img

By

Published : Nov 1, 2020, 7:19 PM IST

ନିକଟରେ,କ୍ୟାଟ୍ରିନା ଫେସ ସିଲ୍ଡ ମାସ୍କ ପିନ୍ଧିଥିବାର ଏକ ଫଟୋ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ କୋରୋନା ମହାମାରୀ ମଧ୍ୟରେ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

Safety first, says Katrina shares picture sporting protective gear
ଫେସ ସିଲ୍ଡ ମାସ୍କ ପିନ୍ଧି ଫଟୋ ସେୟାର କଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଫେସ ସିଲ୍ଡ ମାସ୍କ ପିନ୍ଧିଥିବାର ଏକ ଫଟୋ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ କୋରୋନା ମହାମାରୀ ମଧ୍ୟରେ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ।

ଫଟୋରେ ଅଭିନେତ୍ରୀ ଫେସ ସିଲ୍ଡ ମାସ୍କ ପିନ୍ଧି ଏକ ହଲରେ ଠିଆ ହୋଇଛନ୍ତି । ଯାହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ପ୍ରଥମେ ସୁରକ୍ଷା, ଆଉଟଫିଟ ତ ଖରାପ ନୁହେଁ ।

କ୍ୟାଟ୍ରିନାଙ୍କ ଏହି ଫଟୋକୁ ଫଟୋ ସେୟାର୍ ପ୍ଲାଟଫର୍ମରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଅନେକ ତାରକାଙ୍କ ସମେତ 4 ଲକ୍ଷରୁ ଅଧିକ ୟୁଜର୍ସ ପସନ୍ଦ କରିଛନ୍ତି ।

କ୍ୟାଟ୍ରିନା ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ସେୟାର କରି ପ୍ରଂଶସକମାନଙ୍କ ମନୋରଞ୍ଜନ କରିଥାନ୍ତି ।

ଆଗାମୀ ସମୟରେ କ୍ୟାଟ୍ରିନାଙ୍କୁ ଫିଲ୍ମ 'ସୂର୍ଯ୍ୟବଂଶୀ' 'ଫୋନ୍ ଭୁତ' ଭଳି ବହୁ ସୁପରହିଟ୍ ଫିଲ୍ମରେ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.