ETV Bharat / sitara

‘ସାହୋ’ ନିର୍ଦ୍ଦେଶକ ସୁଜୀତଙ୍କ ନିର୍ବନ୍ଧ, ଭାଇରାଲ ଫଟୋ - ପ୍ରଭାଲିକା ରେଡ୍ଡୀଙ୍କ ସହ ସମ୍ପନ୍ନ ହେଲା ଫେମସ ନିର୍ଦ୍ଦେଶକଙ୍କ ନିର୍ବନ୍ଧ

ବୁଧବାର ଡେଣ୍ଟିଷ୍ଟ ପ୍ରଭାଲିକା ରେଡ୍ଡୀଙ୍କ ସହ ସମ୍ପନ୍ନ ହେଲା ଫେମସ ନିର୍ଦ୍ଦେଶକଙ୍କ ନିର୍ବନ୍ଧ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବପ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବପ
author img

By

Published : Jun 11, 2020, 8:12 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବିଗ ବଜେଟ ଫିଲ୍ମ ‘ସାହୋ’ ନିର୍ଦ୍ଦେଶକ ସୁଜୀତ ରେଡ୍ଡୀ ଚର୍ଚ୍ଚାରେ । ସେ ଲକଡାଉନରେ ନିର୍ବନ୍ଧ କରିଛନ୍ତି । ସେ ପ୍ରଭାଲିକା ରେଡ୍ଡୀଙ୍କୁ ନିଜ ସାଥ ଜନ୍ମର ସାଥୀ କରିବାକୁ ପ୍ରସ୍ତୁତ । ଏବେ ଏହି ଯୋଡିଙ୍କ ନିର୍ବନ୍ଧର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବପ

ସୁଜୀତ ଓ ପ୍ରଭାଲିକା ବୁଧବାର ହାଇଦ୍ରାବାଦରେ ଏକ ବ୍ୟକ୍ତିଗତ ସମାରୋହରେ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଥିଲେ । ପ୍ରଭାଲିକା ଜଣେ ଡେଣ୍ଟିଷ୍ଟ । ବର୍ତ୍ତମାନ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଦେବାରେ ଲାଗିଛନ୍ତି ପ୍ରଶଂସକ ।

ପ୍ରକାଶ ଥାଉକି ‘ସାହୋ’ ପୂର୍ବରୁ ସୁଜୀତ ସଟ ଫିଲ୍ମ ନିର୍ମାଣ କରିଥିଲେ । ତାଙ୍କ ପିତା ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ | ସେ ପରିବାର ସହ ହାଇଦ୍ରାବାଦରେ ରହୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.