ETV Bharat / sitara

'ବିଗ୍ ବସ୍ ୧୫' ରେ ନଜର ଆସିବେ ରିୟା ଚକ୍ରବର୍ତ୍ତୀ

ଅକ୍ଟୋବର ୨ରେ ଟିଭି ପରଦାକୁ ଆସିବାକୁ ଯାଉଛି 'ବିଗ୍ ବସ୍ ୧୫' । ଭାଗ ନେଇ ପାରନ୍ତି ରିୟା ଚକ୍ରବର୍ତ୍ତୀ । ଅଧିକ ପଢନ୍ତୁ...

'ବିଗ୍ ବସ୍ ୧୫' ରେ ନଜର ଆସିପାରନ୍ତି ରିୟା ଚକ୍ରବର୍ତ୍ତୀ

author img

By

Published : Sep 30, 2021, 11:16 AM IST

ମୁମ୍ବାଇ: ଟିଭି ପରଦାକୁ ଖୁବଶୀଘ୍ର ଆସିବାକୁ ଯାଉଛି ସବୁଠାରୁ ଚର୍ଚ୍ଚିତ ରିୟାଲିଟି ଶୋ 'ବିଗ୍ ବସ୍ ୧୫' । ଅକ୍ଟୋବର ୨ରେ ଏହା ଟିଭି ପରଦାକୁ ଆସିବାକୁ ଯାଉଛି । ତେବେ କେଉଁ ଅଭିନେତା ଓ ଅଭିନେତ୍ରୀ ଏହି ସିଜିନରେ ଭାଗ ନେବେ ସେନେଇ ଜଣଙ୍କ ପରେ ଜଣଙ୍କକ ନା ଏବେ ସାମ୍ନାକୁ ଆସୁଥିବା ବେଳେ ରିୟା ଚକ୍ରବର୍ତ୍ତୀଙ୍କ ନା ମଧ୍ୟ ସାମ୍ନାକୁ ଅସିଛି । 'ବିଗ୍ ବସ୍ ୧୫'ରେ ରିୟା ଭାଗ ନେଇପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି । ସଲମନ ଖାଁଙ୍କ ଶୋ 'ବିଗ୍ ବସ୍ ୧୫' ନେଇ ପ୍ରଶଂସକ ଏବେ ବେଶ ଉତ୍ସାହିତ ଅଛନ୍ତି ।

ଗତବର୍ଷ ୨୦୨୦ରେ ଅଭିନେତା ସୁଶାନ୍ତ ସିଂ ଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ଥିଲେ ରିୟା । ଏହା ପରେ ବଲିଉଡରେ ଡ୍ରଗ୍ସ ଲିଙ୍କରେ ମଧ୍ୟ ରିୟାଙ୍କ ନାମ ଆସିଥିଲା । ଏହା ପରେ ରିୟାଙ୍କୁ ଜେଲ ଯିବାକୁ ପଡିଥିଲା । ପରେ ଜେଲରୁ ବେଲ ପାଇ ବାହାରକୁ ବାହାରିଥିଲେ ରିୟା । ତେବେ ଚଳିତ ବର୍ଷ 'ବିଗ୍ ବସ୍ ୧୫' ସିଜିନରେ ସେ ଭାଗ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏନେଇ କିନ୍ତୁ ରିୟାଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.