ETV Bharat / sitara

2 ବର୍ଷ ପରେ ରିୟା ଚକ୍ରବର୍ତ୍ତୀଙ୍କ କମବ୍ୟାକ୍, ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ

author img

By

Published : Feb 12, 2022, 7:31 PM IST

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି କମବ୍ୟାକ୍ କରିଛନ୍ତି । ରିୟା ନିଜେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

2 ବର୍ଷ ପରେ ପୁଣି କାମକୁ ଫେରିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ 2 ବର୍ଷ ପରେ ପୁଣି କମବ୍ୟାକ୍ କରିଛନ୍ତି । ରିୟା ନିଜେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସେ ଦୁଇ ବର୍ଷ ଧରି କାମରୁ ଦୂରେଇ ଯାଇଥିଲେ, କିନ୍ତୁ ବର୍ତ୍ତମାନ ସେ ପୁଣି ସାଧାରଣ ଜୀବନ ଜୀଉଁଛନ୍ତି ଏବଂ କାମକୁ ଫେରିବା ପରେ ନିଜକୁ ଭଲ ଅନୁଭବ କରୁଛନ୍ତି ।

ଏହା ବି ପଢନ୍ତୁ: ନିଜକୁ ଧନ୍ୟବାଦ ଜଣାଇ ଇମୋସନାଲ୍‌ ଭିଡିଓ ସେୟାର କଲେ ରିୟା

ଦୁଇ ବର୍ଷ ପରେ ରିୟା କାମକୁ ଫେରିଲେ

ରିୟା ଚକ୍ରବର୍ତ୍ତୀ ଗତ କିଛି ଦିନ ହେବ ପ୍ରେରଣାଦାୟକ କୋଟ୍ସ ସେୟାର କରୁଥିଲେ । ବର୍ତ୍ତମାନ ସେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବହୁତ ଖୁସି ଦେଖାଯାଉଛନ୍ତି । ଭିଡିଓ ସେ ଏକ ରେକର୍ଡିଂ ଷ୍ଟୁଡିଓରେ ଦେଖାଯାଇଛନ୍ତି ।

ଏହା ବି ପଢନ୍ତୁ:ସୁଶାନ୍ତଙ୍କୁ ଭୁଲିପାରୁନାହାନ୍ତି ରିୟା, ଇନ୍‌ଷ୍ଟାରେ ଲେଖିଲେ Miss you so much

ରିୟା କ୍ୟାପସନରେ ଲେଖିଛନ୍ତି- 'ଗତକାଲି, 2 ବର୍ଷ ପରେ ମୁଁ କାମକୁ ଫେରିଛି । ଯେଉଁମାନେ ମୋ ଜୀବନର ସବୁଠାରୁ କଠିନ ସମୟରେ ମୋ ସାଥିରେ ଥିଲେ ସେମାନଙ୍କୁ ଧନ୍ୟବାଦ । କୌଣସି କଥା ନାହିଁ, ସୂର୍ଯ୍ୟ ସବୁବେଳେ ଚମକୁଥାଏ । କେବେ ହାର ମାନନି ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.