ETV Bharat / sitara

କୋରୋନା କାୟା ଶେଷ କରିବା ପାଇଁ ଘରେ ଯଜ୍ଞ କଲେ ରବି - ଲୋକପ୍ରିୟ ଭୋଜପୁରୀ ଅଭିନେତା ରବି କିଶନ ନ୍ୟୁଜ

ଘରେ ଯଜ୍ଞ କରି କୋରୋନାକୁ ବିଶ୍ବରୁ ଦୂର କରିବା ପାଇଁ ସଂକଳ୍ପ କଲେ ଲୋକପ୍ରିୟ ଭୋଜପୁରୀ ଅଭିନେତା ରବି କିଶନ। ଭାଇରାଲ ହେଲା ଫଟୋ, ଭିଡିଓ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବି କିଶନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବି କିଶନ
author img

By

Published : Apr 26, 2020, 10:43 PM IST

ମୁମ୍ବାଇ: ଭାରତରେ କୋରୋନା ଭାଇରସ ନିଜର ତାଣ୍ଡବ ରୂପ ଦେଖାଉଛି । ଏହାର ପ୍ରସାରକୁ ରୋକିବା ପାଇଁ ଦେଶରେ ଏବେ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଚାଲିଛି। ଏମିତି ପରିସ୍ଥିତିରେ ଜନସାଧାରଣଙ୍କଠୁ ନେଇ ସେଲିବ୍ରିଟି ଘରେ ରହି ସୁରକ୍ଷିତ ରହିବାକୁ ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଅଭିନେତା ବିଜେପି ନେତା ସାଜିଛନ୍ତି ରବି କିଶନ କୋରୋନା ଭାଇରସ ସହ ଲଢିବା ପାଇଁ ଖାସ୍ କାମ କରିଛନ୍ତି।

କଥାଟି ହେଲା ଯେ ରବି କୋରୋନା ଭାଇରସକୁ ଦେଶରୁ ଶେଷ କରିବା ପାଇଁ ନିଜ ଘରେ ଯଜ୍ଞ କରିଛନ୍ତି । ଯାହା ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟରେ ଦେଖିବାକୁ ମିଳୁଛି । ଯଜ୍ଞର ଭିଡିଓ ଆଉ କିଛି ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଆଉ ଏହା କ୍ୟାପସନରେ ଲେଖିଛନ୍ତି, ‘ଆଜି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଦ୍ବାରା ସମ୍ପୂର୍ଣ୍ଣ ବିଶ୍ବର କଲ୍ୟାଣ କାମନା ଓ କୋରୋନା ମହାମାରୀର ମହାସଙ୍କଟକୁ ବିଶ୍ବରୁ ନିବୃତ୍ତି ହେତୁ, ପବିତ୍ର ଅକ୍ଷୟ ତୃତୀୟାରେ ଶୁଭ ଅବସରରେ ଆଜି ଘରେ ସଂକଳ୍ପ ବିଧିବିଧାନ ସହ ଯଜ୍ଞ କରିଛି।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.