ETV Bharat / sitara

ବିହାର ସରକାରଙ୍କ ନିଷ୍ପତ୍ତିରେ ଖପ୍ପା ରବୀନା - ବନ୍ୟ ଜୀବଜନ୍ତୁ

ନୀଳ ଗାଈକୁ ମାରିବା ନିଷ୍ପତ୍ତି କିଛି ଦିନ ହେବ ବିହାରରେ ଲାଗୁ ହୋଇଛି । ଯାହାଦ୍ବାରା 300 ନୀଳ ଗାଈଙ୍କୁ ମାରିସାରିଲାଣି ବନ୍ୟ ବିଭାଗ । ଏହି ନିଷ୍ପତ୍ତିକୁ ନେଇ ତାତିଛନ୍ତି ଅଭିନେତ୍ରୀ ରବୀନା ଟଣ୍ଡନ। ଦୋଷୀକୁ ଦଣ୍ଡ ମିଳିବ ବୋଲି କଲେ ଟ୍ବିଟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବୀନା ଟଣ୍ଡନ
author img

By

Published : Sep 9, 2019, 8:26 PM IST

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ଦୀର୍ଘସମୟରୁ ଫିଲ୍ମ ଠାରୁ ଦୂରେଇ ଅଛନ୍ତି । କିନ୍ତୁ ସେ ଛୋଟ ପରଦାର ପପୁଲାର ଡାନ୍ସ ଶୋ ‘ନଚ ବଲିଏ’ ସିଜନ-9ରେ ଜଜ ଭୂମିକାରେ ନଜର ଆସୁଛନ୍ତି । ବର୍ତ୍ତମାନ ସେ ନିଜର ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ । ତାଙ୍କର ଏହି ଟ୍ବିଟ ବିହାର ସରକାରଙ୍କୁ ନେଇ କରାଯାଇଛି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ରବୀନା ଟଣ୍ଡନ

ଯେଉଁଥିରେ ଗୋଟିଏ ସରକାରୀ ନିଷ୍ପତ୍ତିକୁ ବିରୋଧ କରୁଥିବାର ଦେଖାଯାଉଛନ୍ତି । ଏହାସହ ସେ ବନ୍ୟ ଜୀବଜନ୍ତୁ ପ୍ରତି ସହାନୁଭୂତି ପ୍ରକାଶ କରିଛନ୍ତି । ନିକଟରେ ବିହାରରେ ଫସଲ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୀଳ ଗାଈକୁ ମାରିବାକୁ ଆଦେଶ ଦେଇଛନ୍ତି । ଏହି ଆଦେଶ ଆସିବା ପରେ ବିହାରର ବୈଶାଳୀ ଜିଲ୍ଲାରେ ମାତ୍ର ଚାରି ଦିନ ମଧ୍ୟରେ ପାଖାପାଖି 300 ନୀଳ ଗାଈକୁ ମାରିଦିଆ ଗଲାଣି । ବନ ବିଭାଗ ଏହି କାମ କରିବାରେ ଲାଗିଛି ।

ଫଟୋ ସୌଜନ୍ୟ: ଟ୍ବିଟର@ରବୀନା ଟଣ୍ଡନ

ଜଣେ ଅଧିକାରୀ କହିଛନ୍ତି କି ଫସଲର ସୁରକ୍ଷା ପାଇଁ ନୀଳ ଗାଈକୁ ମାରିବା ନିହାତି ଦରକାର । ଏହି ଆଦେଶ ପରେ ବୈଶାଳୀରୁ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଥିଲା । ଯେଉଁଥିରେ ଗୋଟିଏ ନୀଳ ଗାଈକୁ ଜିଅନ୍ତା ପୋତି ଦିଆଗଲା। ଏ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରବୀନା ।

ସେ ଟ୍ବିଟରରେ ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ଯିଏ ମଧ୍ୟ ଏପରି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି, ସେ ଅମଣିଷ। ମୁଁ ଆଶା କରୁଛି କି ସେହି ବ୍ୟକ୍ତିଙ୍କୁ ନିଜ କର୍ମର ଫଳ ନିହାତି ଭୋଗିବାକୁ ପଡିବ। ’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.