ETV Bharat / sitara

ଚର୍ମରୋଗରେ ପୀଡିତ ‘ଉତରନ’ ଫେମ

ଛୋଟ ପରଦାର ଅଭିନେତ୍ରୀ ରଶ୍ମି ଦେଶାଇଙ୍କୁ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି । ଏବେ ସେ ଏବ ମରାତ୍ମକ ରୋଗରେ ଯନ୍ତ୍ରଣା ପାଇଛନ୍ତି । ଯାହା ପାଇଁ ତାଙ୍କ ଶରୀରର ଓଜନ ବଢିବାରେ ଲାଗିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରଶ୍ମୀ
author img

By

Published : May 10, 2019, 4:23 AM IST

ମୁମ୍ବାଇ: 'ଉତରନ' ଧାରାବାହିକରୁ ଘରେ ଘରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ରଶ୍ମୀ ଦେଶାଇ ଦୀର୍ଘ ସମୟରୁ ଛୋଟ ପରଦାରେ ନଜର ଆସୁନାହାଁନ୍ତି । ଏହାକୁ ନେଇ ନିରାଶ ତାଙ୍କ ଫ୍ୟାନ୍ସ । ଇତିମଧ୍ୟରେ ତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ରଶ୍ମୀ ଏହି ସମୟରେ ସୋରାୟାସିସ ନାମର ରୋଗରେ ଆକ୍ରାନ୍ତ ଅଛନ୍ତି । କିଛି ଦିନ ପୂର୍ବରୁ ସେ ନିଜ ରୋଗ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ ।

ସୋସିଆଲ ମିଡିଆରେ ସେ ନିଜ ମୋଟାପଣକୁ ନେଇ ସବୁବେଳେ ଟ୍ରୋଲ ହୋଇଥିଲେ । ପରେ ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ମୋଟାପଣର କାରଣ ଜଣାଇଥିଲେ ।

ସେ କହିଥିଲେ କି ତାଙ୍କୁ ସ୍କିନ ସମ୍ବନ୍ଧୀୟ ଡିଜିଜ ହୋଇଛି, ଯାହାର ନାମ ସୋରାୟାସିସ । ଏହି ରୋଗର ଚିକିତ୍ସା ସେ ପୂର୍ବ 4 ମାସରୁ କରିଆସୁଛନ୍ତି । ଏହି କାରଣରୁ ସେ ଘରୁ ବାହାରି ପାରୁନାହାଁନ୍ତି । ତେଣୁ ୱାର୍କଆଉଟ ବନ୍ଦ ଥିବାରୁ ସେ ମୋଟାପଣର ଶିକାର ହୋଇଛନ୍ତି । ତାଙ୍କ ସମସ୍ୟା ଭଲ ହେବାକୁ ସମୟ ଲାଗିବ ତେଣୁ ସେ ଏବେ କାମରୁ ମଧ୍ୟ ଦୂରେଇ ଅଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.