ETV Bharat / sitara

ରେଟ୍ରୋ ଲୁକରେ ରଣବୀର

ରଣବୀରଙ୍କ ରେଟ୍ରୋ ଲୁକ । ଗଲିବୟ ହିରୋ ରଣବୀର କପିଲ ଦେବଙ୍କ ବାୟୋପିକରେ ନଜର ଆସିବେେ । ଫିଲ୍ମ ପାଇଁ ରଣବୀର ନେଇଥିବା ରେଟ୍ରୋ ଲୁକ ସେଇ ପୁରୁଣା ଯୁଗର କଥା ମନେପକେଇ ଦେଇଛି ।

author img

By

Published : May 1, 2019, 10:37 AM IST

ଫଟୋ ସୌଜନ୍ୟ: ସୋସିଆଲମିଡିଆ

ହାଇଦ୍ରାବାଦ: ରଣବୀରଙ୍କ ରେଟ୍ରୋ ଲୁକ ମନେ ପକାଇଦେଇଛି ସେ ସମୟର ରେଟ୍ରୋ ଟାଇମ । ରଣବୀରଙ୍କ ଆଗାମୀ ଫିଲ୍ମ 83ରେ ଦେଖିବାକୁ ମିଳିଛି ରେଟ୍ରୋ ଲୁକ । ଗଲିବୟ ହିରୋ ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି କ୍ୟାପସନ ଦେଇଛନ୍ତି 'ରେଟ୍ରୋ' । ଏଥିର ରଣବୀର ନିଶ ରଖିବା ସହିତ ପୁରୁଣା ହିରୋଙ୍କ ଭଳି ହେୟାରଷ୍ଟାଇଲ ରଖିଛନ୍ତି ।

ranveer singh
ଫଟୋ ସୌଜନ୍ୟ: ସୋସିଆଲମିଡିଆ

ରଣବୀର ପୁରା ୟଙ୍ଗ କପିଲ ଦେବ ଭଳି ଲାଗୁଛନ୍ତି । ତେବେ ଆପଣଙ୍କ ଜାଣିବା ପାଇଁ କହିଦେଉଛୁ ଯେ, 83 ଫିଲ୍ମ କପିଲ ଦେବଙ୍କ ବାୟୋପିକ । ଯେଉଁଥିରେ 1983ରେ ଭାରତୀୟ କ୍ରିକେଟ ଟିମ୍ ପ୍ରଥମ ୱାର୍ଲ୍ଡ କପ ଜିତିଥିଲା । ଏଥିରେ ରଣବୀର କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ପୂର୍ବରୁ ରଣବୀର ଫିଲ୍ଡରେ କ୍ରିକେଟ ଅଭ୍ୟାସ କରୁଥିବାର ଏକ ଭିଡିଓ ସେୟାର କରିଥିଲେ । ଏଥିରେ କପିଲ ଦେବ ରଣବୀରଙ୍କୁ କ୍ରିକେଟ ଶିଖାଉଥିବାର ଦେଖାଯାଇଥିଲା । ତେବେ ଫିଲ୍ମର ସୁଟିଂ ଲଣ୍ଡନ ଓ ସ୍କଟଲ୍ୟାଣ୍ଡରେ ହୋଇଛି । ତେବେ ଅଭିନେତା ରଣବୀର କପୁର ଫିଲ୍ମର ରିଲିଜ 10 ଅପ୍ରିଲ 2020ରେ ହେବ ବୋଲି କହିଛନ୍ତି ।

Intro:Body:

shreemayee

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.