ETV Bharat / sitara

ସବୁ ସିଙ୍ଗରଙ୍କୁ ପଛରେ ପକାଇଲେ ରଣଭୀର!

2019ର ଚାର୍ଟବଷ୍ଟରରେ ରଣଭୀର ସିଂହଙ୍କ ଚର୍ଚ୍ଚିତ ଫିଲ୍ମ 'ଗଲି ବୟ' ଗୀତ 'ଅପନା ଟାଇମ ଆୟେଗା' ଗୀତ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 16, 2019, 3:26 PM IST

ମୁମ୍ବାଇ: 2019ର ସବୁଠାରୁ ହିଟ୍ ଗୀତ ବିଷୟରେ ଯଦି ଦର୍ଶକଙ୍କୁ ପ୍ରଶ୍ନ କରାଯିବ, ତେବେ ସମସ୍ତଙ୍କ ମନରେ ଗାୟକ ଅରିଜିତ ସିଂହ, ହନି ସିଂହ, ଅଭୟ ଯୋଧପୁରକର କିମ୍ବା ଅନ୍ୟ କୌଣସି ଗାୟକଙ୍କ ନାମ ଆସିପାରେ । କିନ୍ତୁ ଏବର୍ଷର ସୁପରହିଟ୍ ଗାୟକ କୌଣସି ଗାୟକ ନୁହେଁ ବରଂ ବି-ଟାଉନର ଏନର୍ଜେଟିକ ଅଭିନେତା ରଣଭୀର ସିଂହ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି ଗୀତର ବାଦଶାହା ସାଜିଛନ୍ତି ।

ଆଜ୍ଞା ହଁ, ରଣଭୀରଙ୍କ ବ୍ଲକବଷ୍ଟର ଫିଲ୍ମ 'ଗଲି ବୟ' ପାଇଁ ଗାଇଥିବା ରାପ ଗୀତ 'ଅପନା ଟାଇମ ଆୟେଗା' ପୂର୍ବ 6 ସପ୍ତାହରୁ ଚାର୍ଟ୍ସରେ ଟପ ଗୀତରେ ରହିଛି ।

ଏହି ଅବସରରେ ରଣଭୀର କହିଛନ୍ତି କି, 'ଅପନା ଟାଇମ ଆୟେଗା' ରିଲିଜ ପରେ ଏପରି କ୍ରେଜ ସୃଷ୍ଟି ହୋଇଥିଲା । ଯାହାକୁ ଦର୍ଶକ ଅନେକ ସ୍ଥାନରେ ବ୍ୟବହାର କରିବାରେ ଲାଗିଛନ୍ତି । ଗୀତର ଏହି ଶବ୍ଦ ସବୁଠାରୁ ଶାନଦାର । ଗୀତଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ସବୁଠାରୁ ଖୁସି କଥା ତାଙ୍କ ପାଇଁ ହେଲା ଯେ ସେ ଗାଇଥିବା ପ୍ରଥମ ଗୀତକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିବ।

  • " class="align-text-top noRightClick twitterSection" data="">

ସେ କେବେ ମଧ୍ୟ ଭାବିନଥିଲେ ଦର୍ଶକ ତାଙ୍କ ଗୀତକୁ ଏତେ ପସନ୍ଦ କରିବେ ବୋଲି । ବର୍ତ୍ତମାନ ଭାରତରେ ହିପ ହପ ଗୀତ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛି ଏବଂ ଗୀତର ମୁଖ୍ୟଧାରାକୁ ସେ ଆଣିପାରିଛନ୍ତି । ରିମେକ୍ସ ଏବଂ ରିକ୍ରିଏଶନ ହିନ୍ଦୀ ସିନେମା ଗୀତ ଯାତ୍ରାରେ 'ଅପନା ଟାଇମ ଆୟେଗା' ଏକ ନୂଆ ଯୁକ୍ତିତର୍କ ଜନ୍ମ କରିଛି । ଏହି ଗୀତ ଅନେକ ମ୍ୟୁଜିକ କମ୍ପାନୀର ମଧ୍ୟ ମୁହଁ ଚୁପ କରାଇ ଦେଇଛି । ଯେଉଁମାନେ ସବୁବେଳେ କହୁଥିଲେ କି ନୂଆ ଗୀତରେ ଦମ ନାହିଁ ତେଣୁ ସେ ଏଥି ନିମନ୍ତେ ରିମେକ୍ସ ତିଆରି କରୁଛନ୍ତିବୋଲି କହିଛନ୍ତି ରଣଭୀର ।

କଟକ: ଆନିକଟ ବ୍ରିଜ ସାଜିଛି ଉଠା ବ୍ୟବସାୟୀ ଙ୍କ ପେଣ୍ଠସ୍ତଳୀ । ଫୁଲ ଫଳ ଠାରୁ ଆରମ୍ଭ କରି ଘର କରଣା ପର୍ଯ୍ୟନ୍ତ ସବୁ ମିଳୁଛି ଶସ୍ତା ଦାମ ରେ । ଯାହାକୁ କିଣିବା ନେଇ ସକାଳ ସଂଜେ ଲାଗେ ଗ୍ରାହକ ଙ୍କ ଭିଡ଼ । କିନ୍ତୁ ପୂର୍ବରୁ ଏହି ସ୍ଥାନ ରେ ଗଲାଣି ଅନେକ ଜୀବନ । ବିଶେଷ କରି ଦୁର୍ଘଟଣା ରେ ଅକାଳମୃତ୍ୟୁ ହେଉଥିବା ନଜର କୁ ଆସିଛି । ଗାଡି ଭିଡ଼ ମଧ୍ୟରେ  ଆଜି ବି  ଉଠା ଦୋକାନୀ  ଆଗରେ ଲାଗୁଛି ଭିଡ଼ । ଶସ୍ତା ମୂଲ୍ୟ ରେ ଜିନିଷ କିଣିବା ହୋଇପାରେ ମହଙ୍ଗା । ଚାଲିଯାଇପାରେ ଜୀବନ । ପୋଲ ପାର୍ଶ୍ୱ ରେ ଉଠା ବେପାରୀ ତାର  ବ୍ୟବସାୟ ରେ ମସଗୁଲ ଥିଲା ବେଳେ , ବେଶ ଖୁସି ମନରେ ଜିନିଷ କିଣୁଛନ୍ତି ଗ୍ରାହକ । କିନ୍ତୁ ସାବଧାନ କୌଣସି ମୁହୂର୍ତ୍ତରେ  ଦୁର୍ଘଟଣା ହୋଇପାରେ । ଆଉ ଯାଇପାରେ ଏହି ମୁଲବ୍ୟନ ଜୀବନ । 

ଭିଓ୧: ଆନିକଟ ବ୍ରିଜ ରେ ବଢୁଛି ଉଠା ବ୍ୟବସାୟୀ ଙ୍କ ରାଜ । ଫଳ ପନିପରିବା ଠୁ ଆରମ୍ଭ କରି ଘରକରଣା ପର୍ଯ୍ୟନ୍ତ ସବୁ କିଛି ଏଠାରେ ବିକ୍ରି ହେଉଛି । ଅନେକ ବର୍ଷ ଧରି ଏହି ଉଠା ବ୍ୟବସାୟ ଜାରି ରଖିଛନ୍ତି ବ୍ୟବସାୟି । କିନ୍ତୁ ଏହି ବ୍ୟବସାୟ ଯୋଗୁ ଟ୍ରଫିକ ସମସ୍ୟା ଓ ଦୁର୍ଘଟଣା ଜନିତ ଅକାଳମୃତ୍ୟୁ ସାମ୍ନା କୁ ଆସିଛି । ବେପାର ହେଉଛି ସତ କିନ୍ତୁ ଅନ୍ୟପଟେ ଭିଡ଼ ଯୋଗୁ ଅନେକ ଅସୁବିଧା ଉପୁଜୁଛି । କିନ୍ତୁ ଏହି ଦିଗ ପ୍ରତି ନାହିଁ ପୋଲିସ ର ନିଘା  । 

ବାଇଟ: ବ୍ୟବସାୟି

ଭିଓ୨: ଅନ୍ୟପଟେ ଏହି କଥା କୁ ସ୍ୱୀକାର ସତ୍ତ୍ୱେ ବ୍ରିଜ ଉପରୁ ଜିନିଷ କିଣିଚନ୍ତି ସଧାରଣ ଜନତା । ଉଠା ବ୍ୟବସାୟୀ ମାନେ ଭଲ ଜିନିଷ ଦେଉଛନ୍ତି ଓ କମ ରେଟ ରେ ଵୋଲି କହୁଛନ୍ତି ଗ୍ରାହକ । କିନ୍ତୁ ଅନ୍ୟପଟେ କୌଣସି ମୁହୂର୍ତ୍ତ ରେ ଜୀବନ ଦିପ ଲିଭିଜିବାର ସମ୍ଭାବନା ମଧ୍ୟ ରହିଛି । କମ ଓସାର ବିଶିଷ୍ଟ ରାସ୍ତା ରେ ଯଦି ଗହଳି ହୁଏ ତେବେ କଣ ଅସୁବିଧା ହେବ ସ୍ପଷ୍ଟ ବାରି ହୋଇପଡୁଛି ।

ବାଇଟ: ଗ୍ରାହକ 

ଫାଭିଓ: ତେବେ ଦେଖିବାକୁ ବାକି ରହିଲା  ଏହି ବ୍ରିଜ ବଜାର ରେ  ଉଠା ବ୍ୟବସାୟୀ ଙ୍କ ଉପରେ କେବେ ଅଙ୍କୁଶ ଲଗାଉଛି କମିଶନରେଟ ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ନ୍ୟୁଜ 

Visual and byte on mojo plz check 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.