ETV Bharat / sitara

କପୁରଙ୍କ ରିଜେକ୍ଟ ଫିଲ୍ମରେ କାମ କରି ସୁପରଷ୍ଟାର ସାଜିଛନ୍ତି ସିଂ

ରଣବୀର କପୁରଙ୍କ ରିଜେକ୍ଟ ଫିଲ୍ମରେ କାମ କରି ନିଜକୁ ଟପ ଅଭିନେତାଙ୍କ ମଧ୍ୟରେ ସାମିଲ କରିପାରିଛନ୍ତି ରଣଭୀର ସିଂ ।

author img

By

Published : Jun 8, 2019, 4:14 AM IST

ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡ ଆକ୍ଟର୍ସ ଅନେକ ସମୟରେ ଅନେକ ଫିଲ୍ମ ହାତ ଛଡା କରିଦିଅନ୍ତି । ଯାହା ପରେ ସେହି ସବୁ ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥାଏ । କିଛି କଳାକାରଙ୍କୁ ଫିଲ୍ମ ଛାଡିବାର ଅନୁତାପ ହୋଇଥିବା ବେଳେ ଆଉ କିଛି କଳାକାରଙ୍କୁ କୌଣସି ଫରକ ପଡିନଥାଏ । ଭାଇଜାନ ସଲମାନ ଖାନ ମଧ୍ୟ 'କଲ ହୋ ନା ହୋ', 'ଯୋଶ', 'ଚକ ଦେ ଇଣ୍ଡିଆ' ଏବଂ 'ବାଜିଗର' ଭଳି ସୁପର ଡୁପର ହିଟ୍ ଫିଲ୍ମ ହାତଛଡା କରିଦେଇଥିଲେ । ପରେ ଫିଲ୍ମରେ ଶାହରୁଖ ଖାନ କାମ କରି ବଲିଉଡରେ ଖୁବ୍ ଫେମସ ହୋଇଥିଲେ । କେବଳ ତାଙ୍କ 'ଯୋଶ' ଫିଲ୍ମକୁ ଛାଡି ଆଉ ସବୁ ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । କିନ୍ତୁ ସଲମାନଙ୍କୁ ଏହି ଫିଲ୍ମ ହାତଛଡା କରିବାର କୌଣସି ଫରକ ପଡିନାହିଁ ।

ସେହିପରି ଶାହରୁଖ ମଧ୍ୟ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ '3 ଇଡିୟଟ୍ସ' କରିବାକୁ ମନା କରିଦେଇଥିଲେ । ଯେତେବେଳେ ଫିଲ୍ମଟି ବ୍ଲକବଷ୍ଟର ହୋଇଥିଲା ତେବେ କରନ ଜୋହରଙ୍କ ଚାର୍ଟ ଶୋରେ ଶାହରୁଖ କହିଥିଲେ କି ସେ ଚତୁର୍ଥ ଇଡିୟଟ୍ସ ଯିଏ ଏପରି ଫିଲ୍ମକୁ ହାତଛଡା କରିଥିଲେ । ଶାହରୁଖଙ୍କ ଏହି କଥାରୁ ଫ୍ୟାନ୍ସ ଅନୁମାନ ଲଗାଇ ନେଇଥିଲେ କି ହୁଏତ '3 ଇଡିୟଟ୍ସ' ଛାଡିବା ଦୁଃଖ ଶାହରୁଖଙ୍କୁ ଅଛି ।

ଏହି କ୍ରମରେ ଏବେ ଅଛନ୍ତି ବି-ଟାଉନର ଦୁଇ ହ୍ୟାଣ୍ଡସମ ଅଭିନେତା ରଣବୀର କପୁର ଓ ରଣଭୀର ସିଂ । ଏହି ଦୁଇ ଅଭିନେତା ନିଜ ଫିଲ୍ମ କ୍ୟାରିୟରରେ ଅନେକ ଫିଲ୍ମ ରିଜେକ୍ଟ କରିସାରିଛନ୍ତି । ଏହି ସବୁ ଫିଲ୍ମ ଦ୍ବାରା କପୁରଙ୍କୁ ପଛରେ ପକାଇ ସିଂ ବଲିଉଡରେ ସୁପରଷ୍ଟାର ହୋଇପାରିଛନ୍ତି ।

କପୁର ହାତ ଛଡା କରିଥିବା ଫିଲ୍ମ ସବୁ ସିଂଙ୍କ ହାତରେ ଲାଗିଥିଲା ଯାହା ବ୍ଲକବଷ୍ଟର ମଧ୍ୟ ସାବ୍ୟସ୍ତ ହୋଇଥିଲା । ଯେମିତି କି ସିଂଙ୍କ ଡେବ୍ୟୁ ଫିଲ୍ମ 'ବ୍ୟାଣ୍ଡ ବାଜା ବାରାତ୍', 'ଦିଲ ଧଡକନେ ଦୋ', 'ଗଲି ବୟ', 'ଗୋଲିୟୋଂ କି ରାସଲୀଲା: ରାମ ଲୀଲା' ଭଳି ଫିଲ୍ମ ସାମିଲ ଅଛି । ଏହି ସୁବ ଫିଲ୍ମକୁ ରଣବୀର ରିଜେକ୍ଟ କରିବାରୁ ସିଂଙ୍କୁ ଏଥିରେ ସୁଯୋଗ ମିଳିଥିଲା । ଯାହାଦ୍ବାରା ଏହି ସବୁ ଫିଲ୍ମ କରି ସିଂ ଆଜି ବି-ଟାଉନର ସୁପରଷ୍ଟାର ହୋଇପାରିଛନ୍ତି ।

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.