ETV Bharat / sitara

ଫ୍ୟାନ୍ସଙ୍କ ସହ ଦୀପବୀରଙ୍କ ସେଲ୍ଫି

ଏବେ ଲଣ୍ଡନରେ ପତିପତ୍ନି ଦୀପିକା ଓ ରଣବୀର । ଆଉ ଲଣ୍ଡନରୁ ଫ୍ୟାନ୍ସଙ୍କ ସହ ଦୁଇଜଣଙ୍କ ସେଲ୍ଫି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

author img

By

Published : Aug 28, 2019, 11:09 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ ଫ୍ୟାନକ୍ଲବ

ମୁମ୍ବାଇ: ବଲିଉଡର ଫେଭରେଟ କପଲ ଦୀପିକା ପାଦୁକୋନ ଓ ରଣବୀର ସିଂ ଲଣ୍ଡନରେ ନିଜର ଆଗାମୀ ଫିଲ୍ମ ‘83’ର ସୁଟିଂରେ ବ୍ୟସ୍ତ । ବିବାହ ପରେ ଏହି ଯୋଡି ପ୍ରଥମଥର ସିଲଭର ସ୍କ୍ରିନରେ ନଜର ଆସିବେ । ଯାହାକୁ ନେଇ ଉତ୍ସାହିତ ଦର୍ଶକ ।

ଇତିମଧ୍ୟରେ ସୋସିଆଲ ମିଡିଆରେ ଦୁଇଜଣଙ୍କ ଫଟୋ ଖୁବ୍ ଦେଖିବାକୁ ମିଳୁଛି । ଲଣ୍ଡନ ରାଜରାସ୍ତାରେ ଦୀପଭିର ଫ୍ୟାନ୍ସଙ୍କ ସହ ଏନଜୟ କରୁଥିବାର ଫଟୋରେ ଦେଖାଯାଉଛନ୍ତି । ଆଉ ସବୁଠାରୁ ମଜାଦାର ହେଲା କି ଫଟୋରେ ସମସ୍ତେ ବ୍ଲାକ ଆଉଟଫିଟରେ ନଜର ଆସୁଛନ୍ତି ।

ଦୀପିକା ଓ ରଣବୀର ଯେଉଁଠାରେ ପହଞ୍ଚିନ୍ତି ସେଠାରେ ଫ୍ୟାନ୍ସଙ୍କ ଭିଡ ଲାଗିବା ଏକ ସାଧାରଣ କଥା । ଏମିତି ହି କିଛି ଲଣ୍ଡନ ରାସ୍ତାରେ ହୋଇଥିଲା । ଫ୍ୟାନ୍ସ ଆସିବା ମାତ୍ରେ ଏହି ଯୋଡି ତାଙ୍କ ସହ ସେଲ୍ଫି ଉଠାଇବାରେ ବ୍ୟସ୍ତ ହୋଇଯାଇଥିଲେ ।

ଯାହାକୁ ସୋସିଆଲ ମିଡିଆରେ ରଣବୀରଙ୍କ ଫ୍ୟାନକ୍ଲବ ସେୟାର କରିଛି । ପ୍ରକାଶ ଥାଉକି ‘83’ ଫିଲ୍ମଟି 1983ରେ ଭାରତୀୟ କ୍ରିକେଟ ପ୍ରଥମଥର ବିଶ୍ବକପ ଜିତିବା ଉପରେ ଆଧାରିତ । ଫିଲ୍ମରେ ରଣବୀର ଯେଉଁଠାରେ କ୍ରିକେଟ ଲେଜେଣ୍ଡ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ, ସେହିଠାରେ ଦୀପିକା ତାଙ୍କ ପତ୍ନୀ ରୋମି ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ 10 ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.