ETV Bharat / sitara

ଅଭିନୟ ଛାଡି ରଣବୀର ହେଲେ କମେଣ୍ଟଟେଟର! - ranveer singh

ଭାରତ-ପାକିସ୍ତାନ ମ୍ୟାଚରେ କମେଣ୍ଟଟେଟର ସାଜିଲେ ବଲିଉଡ ବାଜିରାଓ ରଣବୀର ସିଂହ । ହାତରେ ମାଇକ ଧରି ମାଞ୍ଚେଷ୍ଟରର ହାଲଚାଲ ଜଣାଇଲେ । ଭାରତୀୟ ଖେଳାଳିଙ୍କ ସହ କଲେ ମସ୍ତି ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : Jun 17, 2019, 12:22 PM IST

ହାଇଦ୍ରାବାଦ: ଖୁବ ଶୀଘ୍ର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ବଲିଉଡ ବାଜିରାଓ ରଣବୀର ସିଂହ । ଫିଲ୍ମ ‘83’ ଜରିଆରେ ଭାରତକୁ ପୁଣି ପ୍ରଥମ ବିଶ୍ବକପର ଯାତ୍ରା କରାଇବେ । ତେବେ ଫିଲ୍ମରେ ଖେଳାଳି ଭୂମିକାରେ ନଜର ଆସିବା ପୂର୍ବରୁ କମେଣ୍ଟେଟଟର ସାଜିଛନ୍ତି ରଣବୀର ।

ଭିଡିଓ ସୌଜନ୍ୟ: ଟ୍ବିଟର/@BCCI

ଆଇସିସି ବିଶ୍ବକପରେ ଗତକାଲି(16 ଜୁନ) ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ହୋଇଥିଲା ଓ ଏଥିରେ କମେଣ୍ଟଟେଟର ସାଜିଥିଲେ ରଣବୀର ସିଂହ । ବିରେନ୍ଦ୍ର ସେହ୍ବାଗଙ୍କ ସହ ମିଶି ଭାରତକୁ କରୁଥିଲେ ଚିୟର୍ସ । ତେବେ ଏହା ପୂର୍ବରୁ ମାଞ୍ଚେଷ୍ଟରରେ ମାଇକ ଧରି ଗ୍ରାଉଣ୍ଡର ହାଲଚାଲ ବିଷୟରେ ଦେଉଥିଲେ ସୂଚନା ।

କମେଣ୍ଟ ଦେବା ସହ ରଣବୀରଙ୍କୁ ଭାରତୀୟ ଦଳର ଖେଳାଳିଙ୍କ ସହ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା । ଆଙ୍ଗୁଠିରେ ଆଘାତ ପାଇଥିବା ଶିଖର ଧୱନଙ୍କ ସହ ଚିୟରଅପ କରୁଥିବାର ନଜର ଆସିଥିଲେ ରଣବୀର । ଏହାସହ ଅଫ-ସ୍ପିନର ହରଭଜନ ସିଂହଙ୍କ ସହ ପୋଜ ଦେଇଥିଲେ ।

ranveer singh
ଫଟୋ ସୌଜନ୍ୟ: ଏ ଏନ ଆଇ

ପ୍ରକାଶଥାଉକି, ଗତ ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପରେ ପାକିସ୍ତାନ ଆଗରେ ଭାରତ 336ରନର ଟାର୍ଗେଟ ରଖିଥିଲା । ବର୍ଷା କାରଣରୁ 40 ଓଭରରେ 302 ପାକିସ୍ତାନକୁ ପୁରଣ କରିବାର ଥିଲା ମାତ୍ର 89 ରନରେ ବିଜୟୀ ହୋଇଥିଲା ଭାରତୀୟ ଟିମ । ଅନ୍ୟପକ୍ଷେ ରଣବୀରଙ୍କ ଫିଲ୍ମ ‘83’ ଏପ୍ରିଲ 10ରେ ରିଲିଜ ହେବ ।

Slug,, ratha work deferd , Puri ,9.6.19

Anc,,  ବଡ଼ଦାଣ୍ଡ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି । ବିଶ୍ବକର୍ମାମାନେ   ଚକ ଓ ଅଖ କାମକୁ ଶେଷ କରିଛନ୍ତି । ଚକ ଓ ଅଖକୁ ନେଇ ଯାହା କିଛି ଛୋଟ ଛୋଟ କାମ ବାକି ରହିଛି ତାକୁ ପୂର୍ଣ୍ଣ ରୂପ ଦେବାରେ ଲାଗି ପଡ଼ିଛନ୍ତି ମହାରଣାମାନେ । ଅନ୍ୟପଟେ ବିଶ୍ବକର୍ମାମାନେ ଦଣ୍ଡାହଣା କାମକୁ ଆଗେଇ ନେଇଛନ୍ତି । ତିନି ରଥ ପାଇଁ ଭିନ୍ନ ଭିନ୍ନ ଦଣ୍ଡା ହଣାଯାଉଛି । ସେପଟେ ଚକକାମ ଶେଷ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏହାକୁ ଘୋଡ଼ାଇ ରଖାଯାଇଛି । ଖରାରେ ଚକକୁ ଅକ୍ଷତ ରଖିବା ପାଇଁ ଓଦା ଚାଞ୍ଛିକୁ ଏହା ଉପରେ ଘୋଡ଼ାଇ ରଖାଯାଇଛି । ଅନେକ ସମୟରେ ପ୍ରଚଣ୍ଡ ଖରାରେ ଚକରେ ଫାଟ ସୃଷ୍ଟି ହୋଇଥାଏ । ଏହି ଆଶଙ୍କାକୁ ଏଡ଼ାଇବା ପାଇଁ ଭୋଇ ସେବକମାନେ ଚକକୁ ଏପରି ଘୋଡ଼ାଇ ରଖିଛନ୍ତି। ସେପଟେ ରୁପ କାର  ସେବକଙ୍କ ଦ୍ବାରା ଗୁଜ କାମ ଆଗେଇ ଚାଲିଛି । ତେବେ ରଥ ଖଳା ରେ କୀଭଳି କାମ ଚାଲିଛି ଏ ନେଇ ଅଧିକ ସୂଚନା ଦେଇ ଛନ୍ତି ଆମ ପୁରୀ ରିପୋର୍ଟ ର।

Mojo ରେ ଡେଫର୍ଡ ଓ ଭିଯୁଆଲ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.