ETV Bharat / sitara

ଗୀତ ଗାଇ ଟ୍ରୋଲ ହେଲେ ରାନୁ ମଣ୍ଡଳ, ୟୁଜର୍ସ ଦେଲେ ଏମିତି କମେଣ୍ଟ

'ମାନିକେ ମାଗେ ହିତେ' ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ । ଅଧିକ ପଢନ୍ତୁ...

author img

By

Published : Oct 3, 2021, 4:24 PM IST

ଗୀତ ଗାଇ ଟ୍ରୋଲ ହେଲେ ରାନୁ ମଣ୍ଡଳ, ୟୁଜର୍ସ ଦେଲେ ଏମିତି କମେଣ୍ଟ
ଗୀତ ଗାଇ ଟ୍ରୋଲ ହେଲେ ରାନୁ ମଣ୍ଡଳ, ୟୁଜର୍ସ ଦେଲେ ଏମିତି କମେଣ୍ଟ

ମୁମ୍ବାଇ: ସୋସିଆଲ ମିଡିଆରେ ରାତାରାତି ଷ୍ଟାର ବନିଥିବା ରାନୁ ମଣ୍ଡଳ ପୁଣି ଚର୍ଚ୍ଚାରେ । ଏବେ ପୁଣି ଏକ ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରାନୁ ମଣ୍ଡଳ ଖୁବ ଶୀଘ୍ର ଲୋକ ପ୍ରିୟ ହାସଲ କରିଥିବା 'ମାନିକେ ମାଗେ ହିତେ' ଗାଇଥିବା ଦେଖିବାକୁ ମିଳିଛି । ଏହି ଗୀତଟି ଶ୍ରୀଲଙ୍କାର ଜଣାଶୁଣା ଗାୟିକା ୟୋହାନି ଦିଲୋକା ଦେ ସିଲଭରା ଗାଇଛନ୍ତି ।

ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସୋସିଆଲ ମିଡିଆ ୟୁଜର ଏହାର ଖୁବ୍ ମଜାକ ଉଡାଇଛନ୍ତି । ଜଣେ ୟୁଜର୍ସ ଏହି ଗୀତ ଶୁଣିଲେ ମୁଣ୍ଡ ବିନ୍ଧା ହେବା ସହ ମୋତେ ଅତ୍ୟାଚର କରନ୍ତୁ ନାହିଁ ବୋଲି କମେଣ୍ଟ କରିଛନ୍ତି । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଏହି ଗୀତର ଅରଜିନାଲ ସିଙ୍ଗର ଯଦି ଏହା ଶୁଣିବେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଇବେ ନାହିଁ ।

ତେବେ ୨୦୧୯ରେ ଏକ ରେଲଓ୍ବେ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଏକ 'ପ୍ୟାରକି ନଗାମା' ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁମଣ୍ଡଳ । ଏହାର ଭିଡିଓ ଭାଇରାଲ ହେବାପରେ ତାଙ୍କ ସ୍ବରକୁ ସମସ୍ତେ ବେଶ ପସନ୍ଦ କରିଥିଲେ । ଏହା ପରେ ବଲିଉଡର ଫେମସ ଗାୟକ ହିମେଶ ରେଶମିୟା ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.