ETV Bharat / sitara

ରାନୀଙ୍କ ହାତରେ ନୂଆ ଫିଲ୍ମ, ସୂଚନା ଦେଲେ ତରଣ

author img

By

Published : Mar 22, 2021, 9:51 AM IST

ଜି ଷ୍ଟୁଡିଓର ଆଗାମୀ ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭସେସ୍ ନରୱେ’ରେ ନଜର ଆସିବେ ରାନୀ ମୁଖାର୍ଜୀ । ଅଶିମାଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ହେବ ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ସାଉନ୍ କଲେ ଆଉ ଏକ ଫିଲ୍ମ । ଏଥର ସେ ଜି ଷ୍ଟୁଡିଓର ଆଗାମୀ ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭସେସ୍ ନରୱେ’ରେ ନଜର ଆସିବେ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ନିର୍ଦ୍ଦେଶକ ଅଶିମା ଛିବ୍ବର । ଖୁବଶୀଘ୍ର ଆସିବାକୁ ଯାଉଛି ଏହି ଫିଲ୍ମ ।

ଏହାର ସୂଚନା ଟ୍ବିଟରରେ ଦେଇଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ । ସେ ରାନୀଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ରାନୀଙ୍କ ଆଗାମୀ ଫିଲ୍ମ ଜି ଏବଂ ଏମି ମିଳିତ ଯୋଜନାରେ ହେବ । ଜି ଷ୍ଟୁଡିଓ ଏବଂ ଏମି ଏଣ୍ଟରଟେନମେଣ୍ଟ ତଥା ମୋନିଶା ଆଡଭାନୀ, ମଧୁ ଭୋଜୱାନି, ନିଖିଲ ଆଡଭାନି ଏହି ଫିଲ୍ମ ପାଇଁ ହାତ ମିଶାଇଛନ୍ତି । ରାନୀଙ୍କ ଏହି ଫିଲ୍ମର ଟାଇଟେଲ ମିସେସ୍ ଚାଟାର୍ଜୀ ଭସେସ୍ ନରୱେରେ ନିର୍ଦ୍ଦେଶନା ଦେବେ ଅଶିମା ଛିବ୍ବର ।’

ଏହି ଫିଲ୍ମ ବ୍ୟତୀତ ରାନୀ ମଲ୍ଟି ଷ୍ଟାରର ଫିଲ୍ମ ‘ବଣ୍ଟି ଔର ବବଲି 2’ରେ ମଧ୍ୟ ନଜର ଆସିବେ । ଯେଉଁଥିରେ ତାଙ୍କ ସହ ସୈଫ ଅଲ୍ଲୀ ଖାନ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଡେବ୍ୟୁ ଅଭିନେତ୍ରୀ ଶାରବରୀଙ୍କ ଅଭିନୟ ଦେଖିବାକୁ ମିଳିବ। 11 ବର୍ଷ ପରେ ‘ବଣ୍ଟି ଔର ବବଲି-2’ ସୈଫ-ରାନୀଙ୍କ ଯୋଡିକୁ ଦର୍ଶକ ପୁଣି ଦେଖିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.