ETV Bharat / sitara

ଚର୍ଚ୍ଚାରେ କରଣ-କଙ୍ଗନା ଭଉଣୀଙ୍କ ଟ୍ବିଟ ୱାର

author img

By

Published : May 27, 2019, 10:53 AM IST

Updated : May 27, 2019, 10:59 AM IST

କରଣଙ୍କୁ ଟ୍ବିଟରରେ ଅପମାନିତ କଲେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ । ଫିଲ୍ମ ସମୀକ୍ଷକ କମାଲ ଆର ଖାନଙ୍କ ଟ୍ବିଟର ଜବାବ ରଖିଛନ୍ତି ରଙ୍ଗୋଲି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: କରଣ ଜୋହର ଓ କଙ୍ଗନାଙ୍କ ନେପଟୋଜିମ (ବଂଶବାଦ) ବିବାଦ ପରେ ଏବେ ପୁଣି କରଣଙ୍କ ଉପରେ ଆରୋପ ଆସିଛି । ଆରୋପ ଆଣିଛନ୍ତି କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ । ରଙ୍ଗୋଲି ଫିଲ୍ମ ସମୀକ୍ଷକ କମାଲ ଆର ଖାନଙ୍କ ଟ୍ବିଟର ଜବାବ ରଖିଥିଲେ ।

rangoli chandel
ଫଟୋ ସୌଜନ୍ୟ: ଟ୍ବିଟର/Rangoli Chandel

କମାଲ ଟ୍ବିଟ କରି ଲେଖିଥିଲେ ଯେ, କରଣ ଜୋହର ଇଶାନ ଖଟ୍ଟରଙ୍କୁ ଧର୍ମା ପ୍ରଡକ୍ସନରୁ ବାହାର କରିଦେଇଛନ୍ତି । ଇଶାନଙ୍କ ଅସଭ୍ୟ ବ୍ୟବହାର କାରଣରୁ କରଣ ଏପରି ପଦକ୍ଷେପ ନେଇଛନ୍ତି । ତେବେ ଏହାର ଜବାବରେ ରଙ୍ଗୋଲି କହିଥିଲେ ଯେ, କରଣ ଯାହାଙ୍କୁ ଲଞ୍ଚ କରନ୍ତି ସେମାନଙ୍କ ରୋଜଗାରର ବଡ ଭାଗ ନେବା ସହ କଣ ପିନ୍ଧିବ, କାହା ସହ ଶୋଇବ ବୋଲି ମଧ୍ୟ କହିଥାଆନ୍ତି ।

ରଙ୍ଗୋଲିଙ୍କ ଏପରି ଟ୍ବିଟ କରଣଙ୍କୁ ଅପମାନିତ କରିପାରେ । ତେବେ ନେପଟୋଜିମ ବିବାଦ ପରେ ପୁଣି ସୋସିଆଲ ମିଡିଆରେ ୱାର୍ଡ ୱାର ହେଇପାରେ ବୋଲି କୁହାଯାଇପାରେ ।

ସୋସିଆଲ ମିଡିଆରେ ଦେଖାଯାଇଛି ଅନେକ ଥର କଙ୍ଗନାଙ୍କ ଭଉଣୀ କଙ୍ଗନାଙ୍କ ଖୁବ ତାରିଫ କରନ୍ତି ଓ ଅନ୍ୟମାନଙ୍କ ଉପରେ ଆରୋପ ଆଣନ୍ତି । କେବଳ ଭଉଣୀ ନୁହେଁ କଙ୍ଗନାଙ୍କ ମା ମଧ୍ୟ ଝିଅର ତାରିଫ କରିବାରେ କେବେବି ପଛରେ ରୁହନ୍ତିନି ।

Intro:Body:Conclusion:
Last Updated : May 27, 2019, 10:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.