ETV Bharat / sitara

ଗର୍ଲଫ୍ରେଣ୍ଡଙ୍କ ସହ ବିଜିନେସ କରିବେ ରଣବୀର

ରଣବୀର ବହୁତ ଜଲଦି ନିଜ ଡ୍ରେସ ବ୍ରାଣ୍ଡ ରିଲିଜ କରିବାକୁ ଯାଉଛନ୍ତି । ତେବେ ଆଲିଆଙ୍କ ପରେ ଏବେ ରଣବୀର ବି ଲଞ୍ଚ କରିବେ କପଡା ବ୍ରାଣ୍ଡ । 2020ରେ ବ୍ରାଣ୍ଡ ଲଞ୍ଚ ହେବ ।

author img

By

Published : May 8, 2019, 1:42 AM IST

ଫାଇଲ ଫଟୋ

ହାଇଦ୍ରାବାଦ: ରଣବୀର କପୁର ଓ ଆଲିଆଙ୍କ ପ୍ରେମକାହାଣୀ ଏବେ କାହାକୁ ଅଛପା ନାହିଁ । ନିକଟରେ ଫିଲ୍ମ ଫେୟାର ଆୱାର୍ଡ ଶୋ ରେ ଖୁଲମଖୁଲା ନିଜ ପ୍ରେମକୁ ଜାହିର କରିଥିଲେ ଆଲିଆ । ତେବେ ଶୁଣିବାକୁ ମିଳୁଛି ରଣବୀର ବହୁତ ଜଲଦି ନିଜର ବ୍ରାଣ୍ଡେଡ କପଡାର ବ୍ୟବସାୟ ଆରମ୍ଭ କରିବେ । ଏହା ପୂର୍ବରୁ ଆଲିଆ ମଧ୍ୟ ନିଜ ବ୍ରାଣ୍ଡ 'ଷ୍ଟାଇଲ ରାଇଟର' ଲଞ୍ଚ କରିସାରିଛନ୍ତି ।

filmfare
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ରଣବୀରଙ୍କ ବ୍ରାଣ୍ଡର ନାଁ ଏ ଯାଏଁ ଫାଇନାଲ ହୋଇନି । 2020ରେ ରଣବୀରଙ୍କ କପଡା ବ୍ରାଣ୍ଡ ଲଞ୍ଚ ହେବ । ରଣବୀରଙ୍କ ଯେତେ ଫ୍ୟାନ୍ସ ଅଛନ୍ତି କୁହାଯାଉଛି ବ୍ରାଣ୍ଡ କାଫି ପପୁଲାର ହୋଇପାରେ । ଏହା ପୂର୍ବରୁ ଅନେକ ଷ୍ଟାର ନିଜ କପଡା ବ୍ରାଣ୍ଡକୁ ଲଞ୍ଚ କରିସାରିଛନ୍ତି । ଅନୁଷ୍କା ଶର୍ମା, ଦୀପିକା ପାଦୁକୋନ, ସୋନମ କପୁର, ମଲାଇକା ଅରୋରା, କ୍ରିତ୍ତି ସାନନ ଆଦି ନିଜ ବ୍ରାଣ୍ଡ ଲଞ୍ଚ କରିସାରିଲେଣି ।

ଅନ୍ୟପଟେ ଆଲିଆ ଓ ରଣବୀର ଏବେ ଫିଲ୍ମ ବ୍ରହ୍ମାସ୍ତ୍ର ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାର ସୁଟିଂ 2018ରୁ ଆରମ୍ଭ ହୋଇଛି । ଫିଲ୍ମଟି ସୁପରନାଚୁରାଲ ପାୱାର ଉପରେ ଆଧାରିତ । ଏଥିରେ ରଣବୀର-ଆଲିଆଙ୍କ ସମେତ ଅମିତାଭ ବଚ୍ଚନ, ନାଗାର୍ଜୁନ, ମୌନି ରୟ ନଜର ଆସିବେ । ଫିଲ୍ମଟି 2020ରେ ପରଦାରେ ରିଲିଜ ହେବ ।

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.