ETV Bharat / sitara

ଜୁନିୟର ଏନଟିଆରଙ୍କ ପାଇଁ ସମଲିଙ୍ଗୀ ହେବାକୁ ପ୍ରସ୍ତୁତ ରାମ ଗୋପାଲ! - ଜୁନିୟର ଏନଟିଆରଙ୍କ ସର୍ଟଲେସ ଅବତାର

ସୋସିଆଲ ମିଡିଆରେ ଭାଇରାଲ ହେଲା ଜୁନିୟର ଏନଟିଆରଙ୍କ ସର୍ଟଲେସ ଅବତାର । ଆଶ୍ଚର୍ଯ୍ୟକର କମେଣ୍ଟ କରି ଚର୍ଚ୍ଚାରେ ନିର୍ମାତା ରାମୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 21, 2020, 10:09 PM IST

ମୁମ୍ବାଇ: ରାମ ଗୋପାଲ ବର୍ମା ସବୁବେଳେ ନିଜ ବିନ୍ଦାସ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ସୋସିଆଲ ମିଡିଆରେ ସାମାଜିକ ପ୍ରସଙ୍ଗଠୁ ନେଇ ରାଜନୈତିକ ପ୍ରସଙ୍ଗ ଉପରେ ପ୍ରାୟତଃ ନିଜ ପ୍ରତିକ୍ରିୟା ଦିଅନ୍ତି । ଇତିମଧ୍ୟରେ ସେ ସାଉଥର ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ଏକ ଫଟୋରେ ମଜାଦାର କମେଣ୍ଟ କରି ଚର୍ଚ୍ଚାରେ । ବୁଧବାର ଜୁନିୟର ନିଜ 39ତମ ଜନ୍ମଦିନରେ ଏକ ସର୍ଟଲେସ ଫଟୋ ସେୟାର କରିଥିଲେ।

ରାମ ଗୋପାଲ ଏକ ଟ୍ବିଟରରେ ଜୁନିୟରଙ୍କ ଫଟୋ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଆମଙ୍କୁ ଭଲ ରୂପେ ଜଣା କି ମୁଁ ସମଲିଙ୍ଗୀ ନୁହେଁ । ହେଲେ ଆପଣଙ୍କ ଫଟୋ ଦେଖିବା ପରେ ମୁଁ ହେବାକୁ ଚାହୁଁଛି ।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ରାମ ଗୋପାଲ ବର୍ମା

ସେପଟେ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ରାମୁଙ୍କ ଏହି ଟ୍ବିଟରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ତାଙ୍କ ଟ୍ବିଟ ଜରିଆରେ ଜୁନିୟରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଫ୍ୟାନ୍ସ । ଆପଣ ମଧ୍ୟ ଦେଖନ୍ତୁ ଏହି ଫଟୋ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.