ETV Bharat / sitara

ଦୁନିଆର ପ୍ରଥମ ମହିଳା ଭିଲେନ ସହ ସାକ୍ଷାତ କରାଇଲେ ରାମ ଗୋପାଲ - ବିଶିଷ୍ଟ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଟ୍ବିଟ

ଏକ ଆଶ୍ଚର୍ଯ୍ୟକର ଟ୍ବିଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ରାମ ଗୋପାଲ ବର୍ମା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 25, 2020, 8:25 PM IST

ମୁମ୍ବାଇ: ବିଶିଷ୍ଟ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ସୋସିଆଲ ମିଡିଆରେ ପ୍ରାୟତଃ ସାମାଜିକ ଓ ରାଜନୈତିକ ପ୍ରତିକ୍ରିୟା ଦେଉଥିବାର ନଜର ଆସନ୍ତି। ଏବେ ପୁଣି ତାଙ୍କର ଏକ ଟ୍ବିଟ ଚର୍ଚ୍ଚାରେ ଆସିଛି । ସେ ଉତ୍ତର କୋରିଆର ତାନାଶାହ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କ ଉପରେ ଏକ ଟ୍ବିଟ କରିଛନ୍ତି ଚର୍ଚ୍ଚରେ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ରାମ ଗୋପାଲ ବର୍ମା

କିମ ୟୋ ଜୋଙ୍ଗଙ୍କ ଫଟୋ ସେୟାର କରି ରାମ ଗୋପାଲ ଲେଖିଛନ୍ତି, ‘ଉଡା ଖବର ଯେ କିମ ଜୋଙ୍ଗଙ୍କ ମୃତ୍ୟୁ ପରେ ତାଙ୍କ ଉଭଣୀ ତାଙ୍କ ସ୍ଥାନ ନେବେ। ଯିଏ ତାଙ୍କଠୁ ଆହୁରି ନିର୍ଦୟ। ଭଲ ଖବର ହେଲା ଯେ ଦୁନିଆକୁ ପ୍ରଥମ ମହିଳା ଭିଲେନ ମିଳିବ।’

ପ୍ରକାଶ ଥାଉକି କିମ ଜୋ ଉନଙ୍କ ଚିକିତ୍ସା ଦୀର୍ଘ ସମୟରୁ ଚାଲୁଛି । ନିକଟରେ ତାଙ୍କର ଏକ ସର୍ଜରୀ ମଧ୍ୟ ହୋଇଥିଲା । ଯାହାପରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ବିଗିଡି ଯାଇଥିଲା । ଏହାକୁ ଆଧାର କରି ଚର୍ଚ୍ଚା ଜୋର ଧରିଛି ଯେ ତାଙ୍କ ମୃତ୍ୟୁ ପରେ ଉତ୍ତର କୋରିଆର ଗଦି ତାଙ୍କ ଭଉଣୀ ସମ୍ଭାଳିବେ । ଖାଲି ଏତିକି ନୁହେଁ ତାଙ୍କ ଭଉଣୀ ତାଙ୍କଠୁ ଆହୁରି କ୍ରୁର ବୋଲି କୁହାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.