ETV Bharat / sitara

ମାଲଦ୍ବୀପରେ କ୍ବାଲିଟି ଟାଇମ ବିତାଉଛନ୍ତି ରକୁଲ-ଜ୍ୟାକି ଭଗନାନୀ ! - ରକୁଲ ପ୍ରୀତ ସିଂହ

ଅଭିନେତ୍ରୀ ମାଲଦ୍ବୀପର ସମୁଦ୍ରକୂଳରୁ ତାଙ୍କର ଅନେକ ଫଟୋ ସେୟାର କରିଛନ୍ତି । ଏହି କପଲ ପ୍ରଶଂସକଙ୍କୁ ଗୋଟିଏ ପରେ ଗୋଟିଏ ଅନେକ ଭିଜୁଆଲ୍ ଟ୍ରିଟ୍ ଦେଇଥିଲେ, କିନ୍ତୁ ଦୁହିଁଙ୍କୁ କୌଣସି ଫଟୋରେ ଏକାଠି ଦେଖିବାକୁ ମିଳିନାହିଁ। ସୋମବାର ରକୁଲପ୍ରୀତ ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ନିଜର ଏକ ଫଟୋ ସେୟାର କରିଛନ୍ତି। ଅଧିକ ପଢନ୍ତୁ

ମାଲଦ୍ବୀପରେ କ୍ବାଲିଟି ଟାଇମ ବିତାଉଛନ୍ତି ରକୁଲ-ଜ୍ୟାକି ଭଗନାନୀ !

author img

By

Published : Mar 1, 2022, 6:28 PM IST

ହାଇଦ୍ରାବାଦ: ବଲିଉଡରୁ ନେଇ ସାଉଥ୍‌ ପର୍ଯ୍ୟନ୍ତ ନିଜ ଅଭିନୟର ଛାପ ଛାଡିଥିବା ରକୁଲ ପ୍ରୀତ ବର୍ତ୍ତମାନ ତାଙ୍କ ପ୍ରେମିକ ଜ୍ୟାକି ଭଗନାନୀଙ୍କ ସହ ମାଲଦ୍ବୀପରେ ଛୁଟି କାଟୁଛନ୍ତି। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଏହାର ଝଲକ ସେୟାର କରିଛନ୍ତି । ତେବେ ରକୁଲପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ଏକାଠି କୌଣସି ଫଟୋ ସେୟାର କରିନାହାଁନ୍ତି ।

ରକୁଲ ପ୍ରୀତ
ରକୁଲ ପ୍ରୀତ

ଅଭିନେତ୍ରୀ ମାଲଦ୍ବୀପର ସମୁଦ୍ର କୂଳରୁ ତାଙ୍କର ଅନେକ ଫଟୋ ସେୟାର କରିଛନ୍ତି । ଏହି କପଲ ପ୍ରଶଂସକଙ୍କୁ ଗୋଟିଏ ପରେ ଗୋଟିଏ ଅନେକ ଭିଜୁଆଲ୍ ଟ୍ରିଟ୍ ଦେଇଥିଲେ, କିନ୍ତୁ ଦୁହିଁଙ୍କୁ କୌଣସି ଫଟୋରେ ଏକାଠି ଦେଖିବାକୁ ମିଳିନାହିଁ। ସୋମବାର ରାକୁଲପ୍ରୀତ ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ନିଜର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଏକ ନୀଳ ସୁଇମିଂ ସୁଟରେ ନଜର ଆସିଛନ୍ତି । ଏହି ଫଟୋରେ ସେ ବହୁତ ହଟ ଦେଖାଯାଉଛନ୍ତି। ରକୁଲପ୍ରୀତ ସିଂଙ୍କ ଏହି ଫଟୋରେ ପ୍ରଶଂସକମାନେ ବହୁତ କମେଣ୍ଟ ଦେଉଛନ୍ତି ।

ସେ ଫଟୋର କ୍ୟାପସନ୍ ଲେଖିଛନ୍ତି, "ବେଳେବେଳେ ପରିବର୍ତ୍ତନ ତରଙ୍ଗରେ ଆମେ ସଠିକ୍ ଦିଗ ପାଇଥାଉ ।" ରକୁଲଙ୍କ ଏହି ଫଟୋ ଦେଖିବା ପରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ଲେଖିଛନ୍ତି, "ଷ୍ଟନର୍" ।

ଅନ୍ୟପକ୍ଷରେ, ଜ୍ୟାକି ନିଜ ଇନଷ୍ଟାଗ୍ରାମ ପେଜରେ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ରକୁଲଙ୍କ ପୋଷାକ ସହିତ ମେଳ ଖାଉଥିବା ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ଫଟୋରେ, ଜ୍ୟାକି ଏକ ବ୍ଲୁ ରଙ୍ଗର ସାର୍ଟ ପିନ୍ଧିଥିଲେ । ସେ ଫଟୋର କ୍ୟାପସନରେ ଲେଖିଛନ୍ତି, 'ଖୁସି ତରଙ୍ଗରେ ଆସେ! ଉଚ୍ଚ ତରଙ୍ଗ ଏବଂ ଭଲ କମ୍ପନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.