ETV Bharat / sitara

ରାନୁଙ୍କ ସହ କାମ କରିବେ ରାକ୍ଷୀ !

ସୋସିଆଲ ମିଡିଆ ସେନସେସନ୍ ରାନୁ ମଣ୍ଡଳଙ୍କ ସହ କାମ କରିବାକୁ ଚାହାଁନ୍ତି ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । ସର୍ବଦା ଚର୍ଚ୍ଚାରେ ରହିବାକୁ ଚାହୁଁଥିବା ରାକ୍ଷୀ ନିଜ ମ୍ୟୁଜିକ ଭିଡିଓ ‘ଛପନଛୁରୀ’ ପାଇଁ ଚର୍ଚ୍ଚାରେ ।

author img

By

Published : Sep 8, 2019, 11:06 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ସୋସିଆଲ ମିଡିଆରେ ପପୁଲାର ହୋଇଥିବା ରାନୁ ମଣ୍ଡଳ ହିମେଶ ରେସମିୟାଙ୍କ ସହ ପ୍ରାୟ ତିନୋଟି ଗୀତ ଗାଇ ସାରିଲେଣି । ପ୍ଲାଟଫର୍ମରୁ ବଲିଉଡ ଯାତ୍ରା କରିସାରିଥିବା ରାନୁମଣ୍ଡଳଙ୍କ ସହ ବର୍ତ୍ତମାନ କାମ କରିବାକୁ ଚାହୁଁଛନ୍ତି ।

ନିକଟରେ ରାକ୍ଷୀଙ୍କ ଗୀତ ‘ଛପନଛୁରୀ’ ରିଲିଜ ହୋଇଛି । ଗୀତର ପ୍ରମୋଶନ ପାଇଁ ବ୍ୟସ୍ତ ଥିବା ରାକ୍ଷୀ ରାନୁ ମଣ୍ଡଳଙ୍କ ସହ କାମ କରିବାକୁ ଚାହାଁନ୍ତି । ‘ଛପନଛୁରୀ’ର ରିମିକ୍ସ ଭର୍ସନରେ ରାନୁ ଗୀତ ଗାଆନ୍ତୁ ବୋଲି ଚାହାଁନ୍ତି ରାକ୍ଷୀ ।

ରାକ୍ଷୀଙ୍କୁ ନେଇ ନିର୍ମାଣ କରାଯାଇଥିବା ଏହି ଗୀତର ଅରିଜିନାଲ ଭର୍ସନକୁ ମନ୍ଦାକିନୀ ବୋରା ଗାଇଛନ୍ତି । ନିକଟରେ ରାକ୍ଷୀ ନିଜ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି କିନ୍ତୁ ଏଯାଏଁ ତାଙ୍କ ପତିଙ୍କ ବିଷୟରେ ଜାଣିବାକୁ ମିଳିପାରିନାହିଁ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.