ETV Bharat / sitara

ସ୍ବରାଙ୍କ ପ୍ରଶଂସାରେ ରାକ୍ଷୀ ସାୱନ୍ତ - swara bhaskar

ସୋସିଆଲ ମିଡିଆରେ ସ୍ବରାଙ୍କୁ ଧନ୍ୟବାଦ ଜଣାଇଲେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । 'ଭିରେ ଦି ୱେଡିଂ' ଫିଲ୍ମରେ ମାଷ୍ଟରବେଟ ସିନକୁ ନେଇ ଆଲୋଚନା କରିଛନ୍ତି ରାକ୍ଷୀ ।

ଡିଜାଇନ ଫଟୋ
author img

By

Published : May 28, 2019, 10:44 PM IST

Updated : May 29, 2019, 8:20 AM IST

ମୁମ୍ବାଇ: ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ କଣ୍ଟ୍ରୋଭର୍ସିରେ ରହିଥାଆନ୍ତି । ଏବେ ସେ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି । ସେ ସୋସିଆଲ ମିଡିଆରେ ବଲିଉଡର କଣ୍ଟ୍ରୋଭର୍ସି ହିରୋଇନ ସ୍ବରା ଭାସ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ପୁଣି ସ୍ବରାଙ୍କ ମାଷ୍ଟରବେଟ ସିନକୁ ନେଇ ।

ସେ ଯେଉଁ ଭିଡିଓ ସେୟାର କରିଛନ୍ତି, ସେଥିରେ ମେ 28କୁ 'ନ୍ୟାସନାଲ ମାଷ୍ଟରବେଶନ ଡେ' ପାଳନ କରାଯିବାର କଥା କୁହାଯାଇଛି । ରାକ୍ଷୀ ଭିଡିଓରେ କହିଛନ୍ତି କି ସ୍ବରା ଫିଲ୍ମ 'ଭିରେ ଦେ ୱେଡିଂ'ରେ ଏତେଥର ମାଷ୍ଟରବେଶନ କରିଥିଲେ ଯେ ବର୍ତ୍ତମାନ ତାହା ପାଇଁ ସ୍ପେଶାଲ ଡେ ପାଳନ କରାଯାଉଛି ।

ଏହାସହ ସେ ସ୍ବରାଙ୍କ ପ୍ରଶଂସା କରି କହିଛନ୍ତି ଆଜିକାଲି ଦୁନିଆରେ ସବୁ କଣ କଣ କରୁଛନ୍ତି । ଏହା ଠିକ୍ କଥା ମଧ୍ୟ, ବାହାରକୁ ଯାଇ ଖରାପ କାମ କରିବା ପରିବର୍ତ୍ତେ ନିଜ ଘରେ କରିବା ଭଲ କଥା । ଏହି ଡେକୁ ପାଳନ କରିବାର ଗୋଟିଏ ଫାଇଦା ହେଲା କି ଦେଶରେ ଏବେ ଦୁଷ୍କର୍ମ ସଂଖ୍ୟା କମିଯିବ ।

ପ୍ରକାଶ ଥାଉକି ରାକ୍ଷୀ ସବୁବେଳେ ନିଜ ବୟାନ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି । ସେ ପ୍ରାୟତଃ ସାମାଜିକ ପ୍ରସଙ୍ଗ ଉପରେ କହୁଥିବା ନଜର ଆସିଥାଆନ୍ତି ।

Intro:Body:Conclusion:
Last Updated : May 29, 2019, 8:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.