ETV Bharat / sitara

କୋରୋନା ଟିକା ନେଲେ ରାଧିକା ଆପ୍ଟେ

ଏବେ 18 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋରୋନା ଟିକା ନେବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ତେଣୁ ବର୍ତ୍ତମାନ କୋଭିଡ ଟିକାର ପ୍ରଥମ ଡୋଜ ନେଲେ ଅଭିନେତ୍ରୀ ରାଧିକା ଆପ୍ଟେ । ଅଧିକ ପଢନ୍ତୁ...

radhika-apte-receives-first-jab-of-covid-19-vaccine
ଟିକାର ପ୍ରଥମ ଡୋଜ ନେଲେ ରାଧିକା ଆପ୍ଟେ
author img

By

Published : May 22, 2021, 7:53 AM IST

ମୁମ୍ବାଇ: ଦେଶରେ ଆରମ୍ଭ ହୋଇଯାଇଛି ତୃତୀୟ ଟୀକାକରଣ ପ୍ରକ୍ରିୟା । ଯେଉଁଥିରେ 18 ବର୍ଷରୁ ଊର୍ଦ୍ଧ୍ବ ଲୋକେ ନେଇପାରିବେ ଟିକା । ଗତ 1 ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଜନସାଧାରଣଙ୍କଠୁ ନେଇ ସେଲିବ୍ରିଟି ଟିକା ନେଉଥିବାର ନଜର ଆସୁଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ରାଧିକା ଆପ୍ଟେ ।

ଆଜ୍ଞା ହଁ, ଶୁକ୍ରବାର ଦିନ ରାଧିକା ଟିକା ନେବା ସମୟର ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଫଟୋ ସେୟାର କରି ରାଧିକା ଲେଖିଛନ୍ତି "ଶେଷରେ ମୁଁ ଟିକା ନେଇସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.