ETV Bharat / sitara

'ରାତ ଅକେଲି ହେ' ନିର୍ଦ୍ଦେଶକ ହନି ତ୍ରିହାନଙ୍କୁ କୋରୋନା - raat akeli hai director

'ରାତ ଅକେଲି ହେ' ନିର୍ଦ୍ଦେଶକ ହନି ତ୍ରିହାନଙ୍କର କରୋନା ପଜିଟିଭ ବୋଲି ଜଣାପଡିଛି । ହନି ନିଜେ ଟ୍ବିଟର ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

raat akeli hai director honey trehan tests positive for covid 19
'ରାତ ଅକେଲି ହେ' ନିର୍ଦ୍ଦେଶକ ହନି ତ୍ରିହାନ କରୋନା ସଂକ୍ରମିତ
author img

By

Published : Aug 27, 2020, 7:06 PM IST

ମୁମ୍ୱାଇ: ଗୁରୁବାର ଦିନ ନିର୍ଦ୍ଦେଶକ-ଚଳଚ୍ଚିତ୍ର ନିର୍ମାତା ହନି ତ୍ରିହାନଙ୍କର କରୋନା ପଜିଟିଭ ବୋଲି ଜଣାପଡିଛି । ହନି ନିଜେ ଟ୍ବିଟର ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି ।

ହନି ଟ୍ବିଟ କରିଛନ୍ତି, ମୁଁ ଆଜି କୋରାନା ଟେଷ୍ଟ କରିଥିଲି । ଯାହାର ରିପୋର୍ଟ ପଜିଟିଭ୍ ବାହାରିଛି । ବିଏମସି ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସୂଚନା ଦିଆଯାଇଛି । ମୋର ପରିବାର ସଦସ୍ୟ ମଧ୍ୟ ଶୀଘ୍ର କୋରାନା ଟେଷ୍ଟ କରିବେ । ଏଥିସହିତ ଗତ 10 ଦିନ ମଧ୍ୟରେ ଯେଉଁମାନେ ମୋ ନିକଟତର ହୋଇଥିଲେ, ଦୟାକରି ସେମାନେ ତାଙ୍କର କୋରାନା ଟେଷ୍ଟ କରନ୍ତୁ ।

ହନି “ସୋଞ୍ଚିରିଆ”, “ଉଡତା ପଞ୍ଜାବ”, “ତଲଭାର୍” ଏବଂ “ଦେଥ ଇଶ୍କିଆ” ଭଳି ଅନେକ ଚଳଚ୍ଚିତ୍ରରେ କାଷ୍ଟିଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.