ETV Bharat / sitara

ଓସ୍କାରକୁ ଜାତୀୟ ପତକା ନେଇ ଯିବେ ଦେଶୀ ଗର୍ଲ

ଫରହାନଙ୍କ ପ୍ରଯୋଜିତ ଫିଲ୍ମ ‘ଗଲି ବୟ’ ଏବର୍ଷ ଓସ୍କାରରେ ନଜର ଆସିବ । ଯାହା ପାଇଁ ତାଙ୍କ କୋ-ଷ୍ଟାର ପ୍ରିୟଙ୍କା ଚୋପ୍ରା ଦେଶର ଜାତୀୟ ପତକା ନେଇ ଯିବେ ବୋଲି କହିଛନ୍ତି ।

author img

By

Published : Sep 27, 2019, 2:10 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଆକ୍ଟୋବର 11ରେ ରିଲିଜ ହେବାକୁ ଯାଉଛି ନିର୍ଦ୍ଦେଶକ, ଅଭିନେତା ଫରହାନ ଅଖତର ଓ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ । ନିକଟରେ ରିଲିଜ ହୋଇଯାଇଥିବା ଫିଲ୍ମର ଦମଦାର ଟ୍ରେଲରକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମକୁ ନେଇ ଉତ୍ସାହିତ ଥିବା ଫରହାନ ଆଉ ଗୋଟିଏ କରାଣକୁ ନେଇ ମଧ୍ୟ ଖୁବ୍ ଖୁସି ଅଛନ୍ତି ।

କଥାଟି ହେଲା କି ଫରହାନଙ୍କ ଏବର୍ଷ ପ୍ରଯୋଜିତ ହୋଇଥିବା ୱେବ ସିରିଜ ‘ମିର୍ଜାପୁର’ ଏବଂ ‘ଗଲି ବୟ’ ଜବରଦସ୍ତ କଲେକ୍ସନ ସହ ଖୁବ୍ ପୁରସ୍କାର ଜିତିସାରିଛି । ଖାଲି ଏତିକି ନୁହେଁ ନିକଟରେ ‘ଗଲି ବୟ’ ଫିଲ୍ମକୁ ଏବର୍ଷ ଓସ୍କାର ଦୌଡରେ ଏଣ୍ଟ୍ରି ମଧ୍ୟ ମିଳିଯାଇଛି । ଯାହାକୁ ନେଇ ‘ଗଲି ବୟ’ ଅଭିନେତା ରଣବୀର କପୁର, ଆଲିୟା ଭଟ୍ଟ ଓ ନିର୍ଦ୍ଦେଶିକା ଜୋୟା ଅଖତର ଏକ୍ସାଇଟେଡ ।

ଏ ସମସ୍ତଙ୍କ ଠାରୁ ଅଧିକ ଖୁସି ତାଙ୍କ କୋ-ଷ୍ଟା ପ୍ରିୟଙ୍କା । ଆଉ ଏବେ ଠାରୁ ଓସ୍କାରରେ ସାମିଲ ହେବା ପାଇଁ ସେ ଡ୍ରେସ ତିଆରି କରିବାରେ ଲାଗିପଡିଛନ୍ତି । ଏକ ଇଭେଣ୍ଟରେ ଯୋଗ ଦେଇଥିବା ସମୟରେ ଫରହାନଙ୍କୁ ଯେତେବେଳେ ‘ଗଲି ବୟ’ ଓସ୍କାର ଏଣ୍ଟ୍ରି ବିଷୟରେ ପ୍ରଶ୍ନ କରାଯାଇଥିଲେ । ତେବେ ସେ କହିଥିଲେ କି ଆଶା କରୁଛୁ କି ଫିଲ୍ମଟି ଓସ୍କାର ଜିତି ଆଉ ଏହା ପାଇଁ ଅନେକ କାମ ମଧ୍ୟ ବାକି ଅଛି । ସଙ୍ଗେ ସଙ୍ଗେ ତାଙ୍କ ପାଖରେ ବସିଥିବା ପ୍ରିୟଙ୍କା କହିଥିଲେ କି ମତେ ବି କହିବ ଡ୍ରେସ ସିଲେଇ କରିବା ସହ ଓସ୍କାରକୁ ଜାତୀୟ ପତକା ନେଇ ଯିବି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.