ETV Bharat / sitara

ସର୍ବସାଧାରଣରେ ମହିଳାଙ୍କୁ ଶାଢୀ ପିନ୍ଧାଇଲେ ପିସି

ପୁଣି ଦେଖିବାକୁ ମିଳିଲା ପ୍ରିୟଙ୍କାଙ୍କ ସାହାଯ୍ୟକାରୀ ଗୁଣ । ପବ୍ଲିକ ପ୍ଲେସରେ ମହିଳାଙ୍କୁ ସାହାଯ୍ୟ କରି ଜିତିଲେ ଫ୍ୟାନ୍ସଙ୍କୁ ହୃଦୟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା
author img

By

Published : Jun 14, 2019, 10:48 PM IST

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ସେ ନିଜର ଆଗାମୀ ଫିଲ୍ମ 'ଦ ସ୍କାଇ ଇଜ ପିଙ୍କ'ର ସୁଟିଂ ଶେଷ କରିଛନ୍ତି । ଇତିମଧ୍ୟରେ ସେ ପୁଣି ଚର୍ଚ୍ଚାରେ ଆସିଛନ୍ତି । ଜଣେ ମହିଳାଙ୍କୁ ପବ୍ଲିକ ପ୍ଲେସରେ ଶାଢୀ ପିନ୍ଧାଇଥିବାର ନଜର ଆସୁଛନ୍ତି ପିସି ।

କଥାଟି ହେଲା କି ଏକ ଇଭେଣ୍ଟରେ ଜଣେ ମହିଳାଙ୍କ ଶାଢୀ ହଠାତ୍ ଖୋଲିଯାଇଥିଲା । ଯେତେବେଳେ ପ୍ରିୟଙ୍କାଙ୍କ ଆଖି ସେହି ମହିଳାଙ୍କ ଉପରେ ପଡିଲା ତେବେ ସେ ସଙ୍ଗେ ସଙ୍ଗେ ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ବାହାରିଥିଲେ । ସେ ମହିଳାଙ୍କୁ ଠିକରେ ଶାଢୀ ପିନ୍ଧାଉଥିବାର ନଜର ଆସିଥିଲେ ।

ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି । ଫ୍ୟାନ୍ସ ମଧ୍ୟ ପ୍ରିୟଙ୍କାଙ୍କ ଏହି ଗୁଣରେ ଫିଦା ହୋଇଛନ୍ତି । ଜଣାଇ ଦେଉଛୁ ଯେ ପିସି ସବୁବେଳେ ନିଜ ସାହାଯ୍ୟକାରୀ ଗୁଣ ପାଇଁ ଜଣାଯାଇଥାଆନ୍ତି । ମୁଖ୍ୟତଃ ସେ ଶିଶୁ ଏବଂ ମହିଳାଙ୍କ ସାହାଯ୍ୟରେ ତପ୍ତରତା ଥାଆନ୍ତି ।

Intro:Body:

gsdddddddddddddd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.