ETV Bharat / sitara

ଆସିଲା ‘ଦ ସ୍କାଏ ଇଜ ପିଙ୍କ’ର ଫାଷ୍ଟ ଲୁକ

ଅକ୍ଟୋବର 11ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ପ୍ରିୟଙ୍କା ଓ ଫରହାନଙ୍କ ଅଭିନୀତ ଫିଲ୍ମ 'ଦ ସ୍କାଏ ଇଜ ପିଙ୍କ' । ଏବେ ଜାରି ହୋଇଯାଇଛି ଫିଲ୍ମର ଫାଷ୍ଟ ଲୁକ ।

author img

By

Published : Jul 24, 2019, 12:04 PM IST

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ଦୀର୍ଘ ସମୟ ପରେ ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଣି ବଲିଉଡରେ କମବ୍ୟାକ କରିବାକୁ ପ୍ରସ୍ତୁତ ହୋଇସାରିଲେଣି । ସେ 'ଦ ସ୍କାଏ ଇଜ ପିଙ୍କ' ଫିଲ୍ମ ଜରିଆରେ ବଲିଉଡରେ ପୁଣି ନଜର ଆସିବେ । ଫିଲ୍ମରେ ତାଙ୍କ ସହ ହ୍ୟାଣ୍ଡସମ ଅଭିନେତା ଫରହାନ ଅଖତର ମୁଖ୍ୟ ଭୂମିକାରେ ଦେଖାଯିବେ । ଯାହାର ଫାଷ୍ଟ ଲୁକ ଜାରି କରିଛନ୍ତି ମେକର୍ସ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ପ୍ରିୟଙ୍କାଙ୍କୁ ଶେଷଥର 2016ରେ ଆସିଥିବା ଫିଲ୍ମ 'ଗଙ୍ଗାଜଲ'ରେ ଦେଖାଯାଇଥିଲା । କିନ୍ତୁ ଏବେ ସେ ପୁଣି ନିଜର ଦେଶୀ ଅନ୍ଦାଜ ନେଇ ବଲିଉଡରେ ଦେଖାଯିବେ । ଆଉ ଏହି ଫିଲ୍ମର ପ୍ରିମିୟର ଏବର୍ଷ ଟୋରାଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ରଖାଯିବ ବୋଲି ସୂଚନା ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

ସେ ଫିଲ୍ମର ଫାଷ୍ଟ ଲୁକ ସେୟାର କରି ଫିଲ୍ମ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ପ୍ରିୟଙ୍କା, ଫରହାନ ଓ ଜାଏରା ୱାସୀମଙ୍କ ଅଭିନୀତ ଏହି ଫିଲ୍ମଟି ଭାରତରେ ଅକ୍ଟୋବର 11ରେ ରିଲିଜ ହେବାକୁ ଯାଉଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସୋନାଲୀ ବୋଷ ତୁଲାଇଥିବାବେଳେ ଏହାର ପ୍ରଯୋଜନା RSVP ଏବଂ ରାୟ କପୁର୍ସ ଫିଲ୍ମସ କରିଛି ।

ଯଦି ଫିଲ୍ମର ଫାଷ୍ଟ ଲୁକ ବିଷୟରେ କଥା ହେବା, ତେବେ ଏହି ପୋଷ୍ଟରରେ ଫିଲ୍ମ ଷ୍ଟାର-କାଷ୍ଟ ସମୁଦ୍ର ତଳେ ଠିଆ ହୋଇ ଆକାଶକୁ ଅନାଇ ଥିବାର ନଜର ଆସୁଛନ୍ତି ।

New Delhi, July 24 (ANI): President Ram Nath Kovind attended a cultural event "Divya Kala Shakti: Witnessing Ability in Disability" in New Delhi yesterday. The event was organised by Ministry of Social Justice and Empowerment. The programme was anchored by 3 youths with visual impairments disabilities. The Vice President and Chairman, RajyaSabha Shri M. Venkaiah Naidu, the Prime Minister Shri Narendra Modi, the Speaker, LokSabha Shri Om Birla were the Guests of Honour. After the event, PM Modi interacted with divyang children.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.