ETV Bharat / sitara

କୋରୋନାକୁ ହରାଇଲେ ଆକ୍ଟର ସତ୍ୟଜିତଙ୍କ ମା'

author img

By

Published : May 20, 2020, 8:39 PM IST

ଏକ ସପ୍ତାହରୁ ମେଡିକାଲରେ କୋରୋନା ଚିକିତ୍ସିତ ହେଉଥିବା ସତ୍ୟଜିତଙ୍କ ମା' ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୋସିଆଲ ମିଡିଆରେ ସୂଚନା ଦେଲେ ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସତ୍ୟଜିତ ଦୁବେ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସତ୍ୟଜିତ ଦୁବେ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଚର୍ଚ୍ଚିତ ଫିଲ୍ମ ‘ପ୍ରସ୍ଥାନମ’ରେ ଅଭିନୟ କରିସାରିଥିବା ଆକ୍ଟର ସତ୍ୟଜିତ ଦୁବେ କିଛି ଦିନ ହେବ ଚର୍ଚ୍ଚାରେ। ନିକଟରେ ତାଙ୍କ ମା'ଙ୍କ କୋରୋନା ଟେଷ୍ଟ ପଜେଟିଭ ବାହାରିଥିଲା। ଯାହାପରେ ତାଙ୍କର ଚିକିତ୍ସା ନାନାବତୀ ମେଡିକାଲରେ କରାଯାଇଥିଲା। ହେଲେ ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ତାଙ୍କ ମା'।

ଏହାର ସୂଚନା ସତ୍ୟଜିତ ଇନଷ୍ଟାଗ୍ରାମରେ ଦେଇ ଲେଖିଛନ୍ତି, ‘ମା' ଏବେ ଘରେ ଅଛନ୍ତି। ସେ କୋଭିଡ-19କୁ ହରାଇ ଦେଇଛନ୍ତି। ଗତ ଗୋଟିଏ ସପ୍ତାହରୁ ମୋ ପରିବାରକୁ ମିଳୁଥିବା ପ୍ରେମ ଆଉ ସମର୍ଥନ ପାଇଁ ମୁଁ ଋଣି। ଏହା କେବଳ ଏକ ଫ୍ଲୁ । ଆପଣଙ୍କୁ ନିଜର ଇମ୍ୟୁନିଟି ପାୱାପ ବଢାଇବାକୁ ପଡିବ। ସୁରକ୍ଷିତ ରୁହନ୍ତୁ।’

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.