ETV Bharat / sitara

ସମୁଦ୍ର କୂଳେ ମୌନୀଙ୍କ ସ୍ବାଗ, ଦେଖନ୍ତୁ ଭିଡିଓ

author img

By

Published : Nov 12, 2020, 11:29 AM IST

ମୌନୀ ରୟ ସମୁଦ୍ର କୂଳକୁ ଉପଭୋଗ କରୁଥିବା ଏକ ଶାନଦାର ଭିଡିଓ ସେୟାର କରିଛନ୍ତି । ଯାହା ଫ୍ୟାନ୍ସଙ୍କ ମନ କିଣୁଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନ ରୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନ ରୟ

ମୁମ୍ବାଇ: ମୌନୀ ରୟ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମଧ୍ୟରେ ଅନ୍ୟତମ । ତାଙ୍କ ଜଲୱା ଟିଭିରୁ ନେଇ ବଡ ପରଦାରେ ଦେଖିସାରିଲେଣି ସମସ୍ତେ । ଫିଲ୍ମ ବ୍ୟତୀତ ସେ ନିଜ ଷ୍ଟାଇଲ ପାଇଁ ମଧ୍ୟ ବେଶ୍ ଜଣାଶୁଣା । ସୋସିଆଲ ମିଡିଆରେ ତାଙ୍କର ପ୍ରାୟତଃ ସେକ୍ସୀ ଅନ୍ଦାଜ ଦେଖିବାକୁ ମିଳିବେ । ଏବେ ତାଙ୍କ ଏକ ନୂଆ ଭିଡିଓକୁ ନେଇ ଚର୍ଚ୍ଚା । ଯାହା ଉପରେ ହୃଦୟ ହାରିବସିଛନ୍ତି ଫ୍ୟାନ୍ସ ।

କଥାଟି ହେଲା ଯେ ଇନଷ୍ଟାଗ୍ରାମରେ ହ୍ବାଇଟ୍ ସ୍ୟାଣ୍ଡ ବିଚ ଏନଜୟ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ମୋର ପ୍ରତିରକ୍ଷାରେ ଚନ୍ଦ୍ର ପୂର୍ଣ୍ଣ ଥିଲା ଏବଂ ମୋତେ ତଦାରଖ କରାଯାଇ ନଥିଲା ।’ ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ସେପ୍ଟେମ୍ବରରେ ମୌନୀ ନିଜର 35ତମ ଜନ୍ମଦିନ ପାଳନ କରିଥିଲେ । ସୋସିଆଲ ମିଡିଆରେ ତାଙ୍କୁ ଫ୍ୟାନ୍ସଙ୍କ ତରଫରୁ ଖାସ୍ ଶଭେଚ୍ଛା ମଧ୍ୟ ମିଳିଥିଲା । ସେ ଖୁବଶୀଘ୍ର ରଣବୀର କପୁର ଓ ଆଲିୟ ଭଟ୍ଟଙ୍କ ବହୁତ ଚର୍ଚ୍ଚିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଯାହାକୁ ନେଇ ସେ ଦୀର୍ଘ ସମୟରୁ ଉତ୍ସାହିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.