ETV Bharat / sitara

ଗ୍ଲାମରସ୍ ଅନ୍ଦାଜରେ ଘାୟଲ କଲେ ଜେନିଫର୍, ଟ୍ରେଣ୍ଡ କଲା ଫଟୋ - ଜେନିଫର ୱିଙ୍ଗେଟଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଭାଇରାଲ ହେଲା ଜେନିଫରଙ୍କ ନୂଆ ଫଟୋ । ଯାହାକୁ ଦେଖି ପାଗଳ ଫ୍ୟାନ୍ସ । ମିମି ତିଆରି କରି ଟ୍ବିଟରରେ କରାଇଲେ ଟ୍ରେଣ୍ଡ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜେନିଫର ୱିଙ୍ଗେଟ୍
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜେନିଫର ୱିଙ୍ଗେଟ୍
author img

By

Published : Mar 19, 2021, 7:05 AM IST

ମୁମ୍ବାଇ: ଟିଭିର ପପୁଲାର ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ନିଜ ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ଫ୍ୟାନ୍ସଙ୍କ ମନ କିଣନ୍ତି । ସୋସିଆଲ ମିଡିଆରେ ତାଙ୍କର ବେଶ୍ ଚର୍ଚ୍ଚା । ଆଉ ସେ ଯାହା ବି ସେୟାର କରନ୍ତି ତାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଏ । ଏଥର ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରୁଛି ତାଙ୍କର ସେକ୍ସୀ ଅବତାର ।

କଥାଟି ହେଲା ଯେ ଗୁରୁବାର ରାତିରେ ଜେନିଫର ନିଜର ତିନୋଟି ସେକ୍ସି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ତାଙ୍କର ଗ୍ଲାମରସ୍ ଲୁକ ଦେଖି ପୁଣି ହୃଦୟ ହାରି ବସିଛନ୍ତି ଫ୍ୟାନ୍ସ ।

ସେହିପରି ସେ ପ୍ରମଥ ଫଟୋର କ୍ୟାପସନରେ ଲେଖିଛନ୍ତି, ‘ଆଲେକ୍ସା ପ୍ଲେ ମି ଏ ମେମୋରି ।’ ଦ୍ବିତୀୟ ଫଟୋର ଲେଖିଛନ୍ତି, ‘ଫ୍ରେଣ୍ଡ କିଛି କାଜୁଆଲ୍ ପିନ୍ଧନ୍ତୁ। ଆମେ ଆଜି ରାତିରେ ଚିଲ୍ କରିବା ।’ ସେପଟେ ଫ୍ୟାନ୍ସ ତାଙ୍କ ଏହି ପୋଷ୍ଟର ପ୍ରଶଂସା କରିବାରେ ଲାଗିଛନ୍ତି । ଖାଲି ଏତିକି ନୁହେଁ ଟ୍ବିଟରରେ ବର୍ତ୍ତମାନ ତାଙ୍କ ଏହି ପୋଷ୍ଟ ଟ୍ରେଣ୍ଡ ମଧ୍ୟ କରୁଛି । ଫ୍ୟାନ୍ସ ତାଙ୍କ ମିମି ତିଆରି କରି ମନ କଥା ଲେଖିବାରେ ଲାଗିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.