ମୁମ୍ବାଇ: 2020 ଫିଲ୍ମ ଜଗତ ପାଇଁ କାଳ ସାଜିଛି । ଅନେକ ସେଲିବ୍ରିଟିଙ୍କ ବିୟୋଗ ହୋଇସାରିଛି । ସେହିପରି ବର୍ତ୍ତମାନ କିଛି ସେଲିବ୍ରିଟିଙ୍କ ଅସୁସ୍ଥ ଖବର ସମସ୍ତଙ୍କୁ ନିରାଶ କରିଦେଇଛି । ନିକଟରେ ସଞ୍ଜୟ ଦତ୍ତଙ୍କ କ୍ୟାନସର ଖବର ଆଉ ଏବେ ଏସପି ବାଲାସୁବ୍ରମଣ୍ୟମଙ୍କ ଅସୁସ୍ଥ ଖବରକୁ ନେଇ ଦୁଃଖ ସମସ୍ତେ ।
-
I request all the music fans to pray for this legend along with me ..#SPBalasubrahmanyam ..he has given us so much joy with his amazing voice! https://t.co/8r2TjQe6wj
— A.R.Rahman (@arrahman) August 14, 2020 " class="align-text-top noRightClick twitterSection" data="
">I request all the music fans to pray for this legend along with me ..#SPBalasubrahmanyam ..he has given us so much joy with his amazing voice! https://t.co/8r2TjQe6wj
— A.R.Rahman (@arrahman) August 14, 2020I request all the music fans to pray for this legend along with me ..#SPBalasubrahmanyam ..he has given us so much joy with his amazing voice! https://t.co/8r2TjQe6wj
— A.R.Rahman (@arrahman) August 14, 2020
କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ବାଲାସୁବ୍ରମଣ୍ୟମଙ୍କୁ ଅଗଷ୍ଟ 5ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ । ହେଲେ ଶୁକ୍ରବାର ହଠାତ୍ ସେ ପୁଣି ଅସୁସ୍ଥ ହୋଇପଡିଥିଲେ । ଏବେ ତାଙ୍କୁ ଆଇସିୟୁରେ ରଖାଯାଇଛି । ସେପଟେ ବାଲାସୁବ୍ରମଣ୍ୟମଙ୍କ ଅସୁସ୍ଥ ଖବର ଶୁଣି ସେଲିବ୍ରିଟି ଚିନ୍ତିତ ନଜର ଆସୁଛନ୍ତି । ଆଉ ତାଙ୍କ ସୁସ୍ଥ କାମନା କରି ସୋସିଆଲ ମିଡିଆରେ ଅନେକ ଷ୍ଟାର୍ସ ତାଙ୍କ ପାଇଁ ପ୍ରାର୍ଥନା କରୁଥିବାର ନଜର ଆସୁଛନ୍ତି । ଏହି କ୍ରମରେ ସର୍ବପ୍ରଥମରେ ଅଛନ୍ତି ଫେମସ ସଙ୍ଗୀତକାର ଏ.ଆର ରେହମାନ ।
-
Praying for the great singer #SPBalasubrahmanyam on a ventilator with #Covid_19 @arrahman https://t.co/XrNM7fvewj
— Shekhar Kapur (@shekharkapur) August 14, 2020 " class="align-text-top noRightClick twitterSection" data="
">Praying for the great singer #SPBalasubrahmanyam on a ventilator with #Covid_19 @arrahman https://t.co/XrNM7fvewj
— Shekhar Kapur (@shekharkapur) August 14, 2020Praying for the great singer #SPBalasubrahmanyam on a ventilator with #Covid_19 @arrahman https://t.co/XrNM7fvewj
— Shekhar Kapur (@shekharkapur) August 14, 2020
ସେ ଟ୍ବିଟରରେ ଏକ ପୋଷ୍ଟରେ ଟ୍ବିଟ କରି ଲେଖିଛନ୍ତି, ‘ସବୁ ସଙ୍ଗୀତ ପ୍ରେମୀଙ୍କୁ ଅନୁରୋଧ କରୁଛି ଯେ ଲେଜେଣ୍ଡ ସିଙ୍ଗର ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ।’
-
Praying for the Speedy recovery of Legendary Thiru S P Balasubrahmanyam.#SPBalasubrahmanyam
— Boney Kapoor (@BoneyKapoor) August 14, 2020 " class="align-text-top noRightClick twitterSection" data="
">Praying for the Speedy recovery of Legendary Thiru S P Balasubrahmanyam.#SPBalasubrahmanyam
— Boney Kapoor (@BoneyKapoor) August 14, 2020Praying for the Speedy recovery of Legendary Thiru S P Balasubrahmanyam.#SPBalasubrahmanyam
— Boney Kapoor (@BoneyKapoor) August 14, 2020
ସେହିପରି ଫେମସ ନିର୍ମାତା ଶେଖର କପୁର ମଧ୍ୟ ଟ୍ବିଟ କରି ଲେଖିଛନ୍ତି, ‘ପ୍ରାର୍ଥନା କରନ୍ତୁ ଗ୍ରେଟ ସିଙ୍ଗର ବାଲାସୁବ୍ରମଣ୍ୟମଙ୍କ ପାଇଁ । ଯିଏ ଭେଣ୍ଟିଲେଟରରେ ଅଛନ୍ତି ।’ ଶେଖରଙ୍କ ବ୍ୟତୀତ ନିର୍ମାତା ବୋନି କପୁର ଟ୍ବିଟରେ ଲେଖିଛନ୍ତି, ‘ବାଲାସୁବ୍ରମଣ୍ୟମଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା।’
-
Please pray for SPB sir ! 🙏🙏🙏🙏🙏
— Dhanush (@dhanushkraja) August 14, 2020 " class="align-text-top noRightClick twitterSection" data="
">Please pray for SPB sir ! 🙏🙏🙏🙏🙏
— Dhanush (@dhanushkraja) August 14, 2020Please pray for SPB sir ! 🙏🙏🙏🙏🙏
— Dhanush (@dhanushkraja) August 14, 2020
ପ୍ରକାଶ ଥାଉକି କେବଳ ବଲିଉଡ ସେଲିବ୍ରିଟି ନୁହେଁ ସାଉଥ ସେଲିବ୍ରିଟି ମଧ୍ୟ ତାଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରାର୍ଥନା କରୁଥିବାର ନଜର ଆସୁଛନ୍ତି । ସାଉଥ ସୁପରଷ୍ଟାର ଧନୁଷଙ୍କ ସହ ଅଶ୍ବିନ ମଧ୍ୟ ତାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି ।