ETV Bharat / sitara

ବିବାହ ଗୀତରେ ନେହା-ରୋହନ, ଭାଇରାଲ ଭିଡିଓ

author img

By

Published : Oct 21, 2020, 7:17 PM IST

ରିଲିଜ ହେଲା ‘ନେହୁ ଦା ବିହା’ ମ୍ୟୁଜିକ ଭିଡିଓ । ବିବାହ ପୂର୍ବରୁ ଗୀତ ରିଲିଜ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ନେହା ଓ ରୋହନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

ମୁମ୍ବାଇ: ବଲିଉଡର ଫେମସ ଗାୟିକା ନେହା କକ୍କର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆସନ୍ତା 24 ତାରିଖରେ ସେ ପଞ୍ଜାବୀ ଗାୟକ ରୋହନପ୍ରୀତ ସିଂଙ୍କ ବିବାହ କରିବେ । ହେଲେ ଏହା ପୂର୍ବରୁ ସେ ଫ୍ୟାନ୍ସଙ୍କୁ ନିଜର ବିବାହ ଝଲକ ଦେଖାଇଛନ୍ତି। କାରଣ ରିଲିଜ ହୋଇଯାଇଛି ରୋହନ ଓ ନେହାଙ୍କ ମ୍ୟୁଜିକ ଭିଡିଓ ‘ନେହୁ ଦା ବିହା’ । ରିଲିଜର କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ଏହି ଗୀତ । ଗୀତକୁ 4 ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି ।

ଗୀତରେ ନେହା ଓ ରୋହନଙ୍କ ରୋମାଣ୍ଟିକ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ । ସେହିପରି ଗୀତକୁ ଗାଇଛନ୍ତି ଏହି ଯୋଡି । ଦେଶୀ ମ୍ୟୁଜିକ ଫ୍ୟାକ୍ଟ୍ରି ନାମ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହାକୁ ରିଲିଜ କରାଯାଛି ।

  • " class="align-text-top noRightClick twitterSection" data="">

ଫ୍ୟାନ୍ସ ଗୀତରେ କମେଣ୍ଟ କରି ପ୍ରଂଶସା କରୁଥିବାର ନଜର ଆସୁଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, ‘ଏହି ଯୋଡି 2020ର ବେଷ୍ଟ ଯୋଡି’ । ଦ୍ବିତୀୟ ଫ୍ୟାନ ଲେଖିଛନ୍ତି, ‘ତୁମେ ଦୁହେଁ ସାଥିରେ ଭଲ ଲାଗୁଛ । ଦୁଇଜଣ ସବୁବେଳେ ଏମିତି ରୁହ । ’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.