ETV Bharat / sitara

ନେହାଙ୍କୁ କେଉଁ ରୋଗ ହୋଇଛି, ‘ଇଣ୍ଡିଆନ ଆଇଡଲ 12’ରେ ଖୁଲାସା

author img

By

Published : Feb 20, 2021, 2:48 PM IST

ଜାରି ହୋଇଯାଇଛି ‘ଇଣ୍ଡିଆନ ଆଇଡଲ 12’ର ନୂଆ ପ୍ରୋମୋ ଭିଡିଓ । ପୁଣିଥରେ କାନ୍ଦୁ ଥିବାର ନଜର ଆସିଲେ ନେହା । ଆଉ ସେୟାର କଲେ ନିଜ ଦୁଃଖ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର

ମୁମ୍ବାଇ: ନିକଟରେ ଲୋକପ୍ରିୟ ଗାୟିକା ନେହା କକ୍କର ଏକ ଆଶ୍ଚର୍ଯ୍ୟକର କଥା ସମସ୍ତଙ୍କୁ ଶୁଣାଇଥିଲେ । ସେ ରିୟାଲିଟି ଶୋରେ ଖୁଲାସା କରିଥିଲେ ଯେ ସେ ଏକ ରୋଗରେ ଆକ୍ରାନ୍ତ ଅଛନ୍ତି । ଏହି ରୋଗ ପାଇଁ ସେ ପ୍ରାୟତଃ ଡିଷ୍ଟର୍ବ ରହୁଛନ୍ତି । ତାଙ୍କ ପାଖରେ ପ୍ରେମ, ଭଲ ପରିବାର, କ୍ୟାରିୟର ସବୁ କିଛି ଅଛି ହେଲେ ନିଜ ଏନଜାଇଟି ସମସ୍ୟା ପାଇଁ ବହୁତ ଚିନ୍ତିତ ରହୁଛନ୍ତି ।

‘ଇଣ୍ଡିଆନ ଆଇଡଲ 12’ ମଞ୍ଚରେ ନେହା ଭାବୁକ ହୋଇ ଏହି କଥାର ଖୁଲାସା କରିଥିଲେ । ହେଲେ ଏଯାବତ ଶୋର ଏହି ଏପିସୋଡ ଟେଲିକାଷ୍ଟ ହୋଇନାହିଁ । ଶନିବାର ପ୍ରସାରଣ ହେବ ଏହି ଏପିସୋଡ । ଯାହାର ପ୍ରୋମୋ ଭିଡିଓ ସୋନି ଟିଭି ଇନଷ୍ଟାଗ୍ରାମ ପେଜରେ ସେୟାର କରିଛି । ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ବର୍ତ୍ତମାନ ନେହା ‘ଇଣ୍ଡିଆନ ଆଇଡଲ 12’ର ଜଜ୍ ଭୂମିକାରେ ନଜର ଆସୁଛନ୍ତି । ଏହାବ୍ୟତୀତ ସେ ନିଜ ମ୍ୟାରେଜ ଲାଇଫ୍‌କୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.