ମୁମ୍ବାଇ: ଫେମସ ରାପର ଗାୟକ ବାଦଶାହ କିଛି ଦିନ ହେବ ଚର୍ଚ୍ଚାରେ । ତାଙ୍କୁ ସମସ୍ୟାର ସାମ୍ନା ବର୍ତ୍ତମାନ କରିବାକୁ ପଡୁଛି । ନିକଟରେ ତାଙ୍କ ଉପରେ ସୋସିଆଲ ମିଡିଆରେ ଫର୍ଜି ଫଲୋଅର୍ସ ଓ ଭ୍ୟୁଜ ବଢାଇବାର ଅଭିଯୋଗ ଲାଗିଥିଲା । ଏହି ମାମଲାରେ ଶୁକ୍ରବାର ସେ ମୁମ୍ବାଇ କ୍ରାଇମ ବ୍ରାଞ୍ଚରେ ନିଜ ବୟାନ ରେକର୍ଡ କରିବାକୁ ପହଞ୍ଚିଛନ୍ତି । ତାଙ୍କ ଲିଗାଲ ନୋଟିସ୍ ମିଳିଥିଲା ବୟାନ ଦେବା ପାଇଁ ।
ପୋଲିସ ବାଦଶାହଙ୍କୁ ଅପରାଧୀ ସାଖାରେ ଉପସ୍ଥିତ ହେବାକୁ କହିଥିଲା । ତାଙ୍କ ପୂର୍ବରୁ ପୋଲିସ ଆଉ 20 ସେଲିବ୍ରିଟିଙ୍କ ବୟାନ ରେକର୍ଡ କରିସାରିଛି । ଏହି କ୍ରମରେ ସାମିଲ ଅଛନ୍ତି ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନଙ୍କ ଭଳି ଆଉ ଅନେକ ଷ୍ଟାର୍ସ।
-
Mumbai: Rapper Badshah arrives at Crime Branch for questioning in fake followers racket case. https://t.co/UFZDDgTv1n pic.twitter.com/lYMka18DBf
— ANI (@ANI) August 7, 2020 " class="align-text-top noRightClick twitterSection" data="
">Mumbai: Rapper Badshah arrives at Crime Branch for questioning in fake followers racket case. https://t.co/UFZDDgTv1n pic.twitter.com/lYMka18DBf
— ANI (@ANI) August 7, 2020Mumbai: Rapper Badshah arrives at Crime Branch for questioning in fake followers racket case. https://t.co/UFZDDgTv1n pic.twitter.com/lYMka18DBf
— ANI (@ANI) August 7, 2020
ପ୍ରକାଶ ଥାଉକି ଫର୍ଜି ସୋସିଆଲ ମିଡିଆ ଫଲୋଅର୍ସ କେସରେ 100ରୁ ଅଧିକା ଷ୍ଟାର୍ସ ପୋଲିସର ଟାର୍ଗେଟରେ ଅଛନ୍ତି । ଏହି ମାମଲା ସେହି ସମୟରେ ଚର୍ଚ୍ଚାରେ ଆସିଥିଲା ଯେବେ ଲୋକପ୍ରିୟ ଗାୟିକା ଭୂମିକା ତ୍ରିବେଦୀ ଫର୍ଜି ଫଲୋଅର୍ସ ଅଭିଯୋଗ ମୁମ୍ବାଇ ପୋଲିସ ପାଖରେ କରିଥିଲେ।