ETV Bharat / sitara

ରେଡ ବିକିନିରେ ଦିଶାଙ୍କ ଜଲୱା, ଫ୍ୟାନ୍ସଙ୍କ ବାଃ ବାଃ

ସୋସିଆଲ ମିଡିଆରେ ଛାଇଲା ଦିଶାଙ୍କ ହଟ୍ ଅବତାର । ରେଡ ବିକିନିରେ ଆସିଲେ ନଜର । ଟାଇଗରଙ୍କ ସହ ମାଳଦ୍ବୀପରେ କରୁଛନ୍ତି ଏନଜୟ । ଅଧିକ ପଢନ୍ତୁ...

author img

By

Published : Nov 14, 2020, 10:14 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଶା ପଟାନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଶା ପଟାନୀ

ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ ଦିଶା ପଟାନୀ କାମରୁ ଫୁରସତ ପାଇ କଥିତ ବୟଫ୍ରେଣ୍ଡ ତଥା ଅଭିନେତା ଟାଇଗର ଶ୍ରଫଙ୍କ ସହ ମାଳଦ୍ବୀପରେ ସମୟ ବିତାଉଥିବାର ନଜର ଆସୁଛନ୍ତି । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମଧ୍ୟ ମିଳିସାରିଲାଣି । ହେଲେ ଏବେ ଫ୍ୟାନ୍ସଙ୍କୁ ଦିୱାନା କରିଛି ତାଙ୍କ ରେଡ ବିକିନି ଫଟୋ । ଭାଇରାଲ ହେବା ମାତ୍ରେ ଫ୍ୟାନ୍ସ କମେଣ୍ଟ କରି ତାଙ୍କ ପ୍ରଶଂସା ଆରମ୍ଭ କରିଦେଇଛନ୍ତି ।

ଇନଷ୍ଟାଗ୍ରାମରେ ନିଜର ଏହି ସେକ୍ସୀ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ରେଡ ବିକିନି ପିନ୍ଧି ସମୁଦ୍ର କୂଳରେ ଏନଜୟ କରୁଥିବାର ଦେଖାଯାଉଛନ୍ତି । ସେପଟେ ଜଣେ ଫ୍ୟାନ କମେଣ୍ଟ କରି ଲେଖିଛନ୍ତି, ‘ମ୍ୟାମ ତୁମେ ନଭେମ୍ବରରେ ନିଆଁ ଲଗାଇଦେଲ ।’ ସେହିପରି ଆଉ ଜଣେ ଫ୍ୟାନ ଲେଖିଛନ୍ତି, ‘ହଟ୍’ ।

ଦିଶାଙ୍କ ପୂର୍ବରୁ ଟାଇଗର ମଧ୍ୟ ମାଳଦ୍ବୀପ ଭେକେସନର ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ହଳଦିଆ ଆଉଟଫିଟ୍‌ରେ ପିନ୍ଧିଥିବାର ନଜର ଆସୁଥିଲେ । ଆଉ ଏହାର କ୍ୟାପସନରେ ଲେଖିଥିଲେ, ‘ଦୟା କରି ମୋ ହଳଦିଆ ହଟ୍ ପ୍ୟାଣ୍ଟକୁ ଇଗ୍ନୋର କର । ହୁଏତଃ ମୁଁ ବଡ ହୋଇଯାଇଛି କିମ୍ବା ଲକଡାଉନରେ ମୋ ପ୍ୟାଣ୍ଟ ଛୋଟ ହୋଇଯାଇଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.