ETV Bharat / sitara

ବ୍ଲାକ ବିକିନିରେ ତାପସୀଙ୍କ ଜଲୱା, ଭାଇରାଲ ଫଟୋ - ମାଳଦ୍ବୀପରେ ମସ୍ତି କରୁଛନ୍ତି ତାପସୀ ପନ୍ନୁ

ସୋସିଆଲ ମିଡିଆରେ ଘୁରିବୁଲୁଛି ତାପସୀଙ୍କ ସେକ୍ସୀ ଫଟୋ । ମାଳଦ୍ବୀପରେ ଲାଇଫ ଏନଜୟ କରୁଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Oct 10, 2020, 7:10 PM IST

ମୁମ୍ବାଇ: ବି-ଟାଉନର ଚୁଲବୁଲ ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ଭଉଣୀଙ୍କ ସହ ମାଳଦ୍ବୀପରେ ମଜାମସ୍ତି କରୁଛନ୍ତି । ସେ କାମରୁ ଫୁରସତ ପାଇଁ ବୁଲିବାକୁ ମାଳଦ୍ବୀପ ଯାଇଛନ୍ତି । ଆଉ ସେଠାରେ ମଜାମସ୍ତି କରୁଥିବା ଫଟୋ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି । ହେଲେ ଏବେ ଚର୍ଚ୍ଚାରେ ତାଙ୍କ ବ୍ଲାକ ବିକିନି ଫଟୋ । ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ତାପସୀଙ୍କ ବିକିନି ଅବତାର ।

ଭାଇରାଲ ହେଉଥିବା ଫଟୋରେ ତାପସୀ ବ୍ଲାକ ବିକିନି ପିନ୍ଧି ରିଜର୍ଟର ମଝିରେ ଥିବା ଘଣ୍ଟି ବଜାଉଥିବାର ଦେଖାଯାଉଛନ୍ତି । ଫଟୋରେ ଫ୍ୟାନ୍ସ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି। ଏହାପୂର୍ବରୁ ସେ ସ୍କୁବା ଡ୍ରାଇଭିଂର ମଧ୍ୟ ଏକ ଭିଡିଓ ସେୟାର କରିଥିଲେ । ଆପଣ ବି ଦେଖନ୍ତୁ ତାପସୀଙ୍କ ମସ୍ତିଭରା ଅନ୍ଦାଜ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.